Latest Odisha News

BREAKING NEWS

Yearly Archives

2026

India-US ବାଣିଜ୍ୟ ଚୁକ୍ତି, ଜାଣନ୍ତୁ ଦୁଇ ଦେଶ ଦ୍ୱାରା ମିଳିତ ଘୋଷଣାରେ ଭାରତରେ କ’ଣ ହେବ ଶସ୍ତା?  

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ଚୁକ୍ତି ଶେଷରେ ଚୂଡ଼ାନ୍ତ ହୋଇଛି। ଭାରତ ଏବଂ ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଢାଞ୍ଚା ପ୍ରକାଶିତ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତ-ଆମେରିକା ବାଣିଜ୍ୟ…

ମାର୍ଚ୍ଚ ୧୪କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଯାଞ୍ଚ କରୁଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ (MWDT) ଏହି ମାମଲାରେ ଶୁଣାଣିକୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ସୂଚନା ମିଳିଛି। ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ…

ରାଜ୍ୟରେ ଅବୈଧ ନିଶା କାରବାର ରୋକିବାକୁ ପଦକ୍ଷେପ ନିଆଯିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ଆଇନକୁ ନେଇ ବଡ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ । ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ…

U19 ବିଶ୍ୱକପ୍ ଚାମ୍ପିଅନ୍‌; ଟଙ୍କା ବର୍ଷା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଦଳ ଶୁକ୍ରବାର ଦିନ ଷଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଆୟୁଷ ମହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାରେରେ ଅନୁଷ୍ଠିତ ଟାଇଟଲ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି। ୧୯ ବର୍ଷରୁ କମ୍ ବିଶ୍ୱକପ୍…

ଛତିଶଗଡ଼ ବିଜାପୁରରେ ଗୁଳି ବିନିମୟ, ୩ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ସେହିପରି, ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ତାଙ୍କ ଚିକିତ୍ସା ଜାରି ରହିଛି । ସହିଦ ଯବାନ…

ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ ଚୁକ୍ତି ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚୁକ୍ତି ପରେ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଟ୍ୟାକ୍ସ ବା ଟାରିଫ୍‌କୁ ୫୦…

ଓପିଜିସି ତରଫରୁ ତେଲେନପାଲିରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଇବ ଥର୍ମାଲ: ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ତେଲେନପାଲି ସରପଞ୍ଚ ଆକାଶ ସାହୁ ସ୍ୱାସ୍ଥ୍ୟ ଶିବିର…

ଟି୨୦ ବିଶ୍ୱକପ କ୍ରିକେଟ: ୧୧ ଟିମରେ ଖେଳୁଛନ୍ତି ୬୯ ଏସୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଆରମ୍ଭ ହୋଇଯାଇଛି । ଏହି ମହା ମୁକାବିଲାରେ ବିଭିନ୍ନ ଦେଶ ପକ୍ଷରୁ ୪୦ ଭାରତୀୟ ବଂଶୋଦ୍ଭବ ଖେଳୁଛନ୍ତି । ସେହିପରି ୧୧ ଦେଶ ପକ୍ଷରୁ ଓଭରାଲ ୬୯ ଏସୀୟ ବଂଶୋଦ୍ଭବ ଅଂଶଗ୍ରହଣ କରୁଛନ୍ତି । କାନାଡା ଓ ଆମେରିକା ଟିମରେ ସର୍ବାଧିକ ଏସୀୟ ବଂଶୋଦ୍ଭବ ଖେଳାଳି…

POK In India Shows US Map: ‘ପିଓକେ ଭାରତର…’, ପାକିସ୍ତାନକୁ ଚିନ୍ତାରେ ପକାଇଲା…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ଶନିବାର ଦିନ ସେମାନଙ୍କର ମଧ୍ୟବର୍ତ୍ତୀ ବାଣିଜ୍ୟ ଚୁକ୍ତିର ଢାଞ୍ଚା ଘୋଷଣା କରିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଦିଗ ପ୍ରଦାନ କରିବ। ଏହାରି ଭିତରେ ଟ୍ରମ୍ପ ପ୍ରଶାସନ ଭାରତର ଏକ ମାନଚିତ୍ର ମଧ୍ୟ ସେୟାର କରିଛି। ଭାରତର ଏହି ମାନଚିତ୍ର ଏବେ…