ନୂଆଦିଲ୍ଲୀ: କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ୍ ଘୋଷଣା କରାଯାଇଛି। ଏହି ଭାରତ ବନ୍ଦ ଡାକରାକୁ ୧୧ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଭାରତ ବନ୍ଦ ୮ ତାରିଖ ମଙ୍ଗଳବାର ସକାଳ ୮ରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଳନ କରାଯିବ । ତେବେ ବନ୍ଦ ସମୟରେ କିଛି ଜରୁରୀକାଳୀନ ସେବା ଜାରିରହିବ । ଆମ୍ବୁଲାନ୍ସ ଓ କୌଣସି ବାହାଘର ଗାଡ଼ିକୁ ଅଟକା ଯିବନି । ହେଲେ ଭାରତ ବନ୍ଦ ଦିନ କ୍ଷୀର, ଫଳ, ପନିପରିବା ସେବା ସମ୍ପୁର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ଦିନ ଦିନ ୩ଟା ଯାଏ ଚକା ଜାମ୍ ରହିବ ।ଶାନ୍ତିପୂର୍ଣ୍ଣ ଭାବରେ ଭାରତ ବନ୍ଦ ପାଳନ କରାଯିବ। ବନ୍ଦ ନେଇ ଆଗାମୀ ବୈଠକ ଡିସେମ୍ବର ୯ରେ ବସିବ। ଏ ନେଇ ଦିଲ୍ଲୀ-ହରିୟାଣା ସିଙ୍ଘୁ ସୀମାରୁ ଚାଷୀ ନେତା ଦର୍ଶନ ପାଲ ସୂଚନା ଦେଇଛନ୍ତି।
BREAKING NEWS
- ୧୯୦ ଦେଶରେ ତ୍ରୟୋଦଶ ଅନ୍ତର୍ଜାତୀୟ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ
- Nitin Naveen in Odisha: ଦୁଇଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ;ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ
- Sweden’s prestigious award: ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ; ପାଇଲେ ୩୧ତମ ଗ୍ଲୋବାଲ ଆଓ୍ବାର୍ଡ
- IPL betting racket:ଅନଲାଇନ୍ ବେଟିଂର ପର୍ଦ୍ଦାଫାସ;ଜଣେ ଗିରଫ, ବ୍ୟାଙ୍କ ବାଲାନ୍ସ ହେଲା ଫ୍ରିଜ
- ମସ୍କୋରେ ୟୁକ୍ରେନର ବଡ଼ ଡ୍ରୋନ୍ ହମଲା: ଜଣେ ଭାରତୀୟ ମୃତ, ୩ ଆହତ
- ଭାରତର ଏହି ଗାଁ ସମ୍ପୂର୍ଣ୍ଣ ଶାକାହାରୀ, ଏହା ପଛରେ କାରଣ କ’ଣ ଜାଣନ୍ତି?
- ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ:୧୧ ଦିନରେ ୪୪୪ ୱାରେଣ୍ଟି ଗିରଫ
- ଯୁଦ୍ଧ ଶେଷ ପାଇଁ ପାଞ୍ଚଟି ବଡ଼ ସର୍ତ୍ତ ରଖିଲେ ଟ୍ରମ୍ପ, ରାଜି ହେବ ତ ଇରାନ?
- ଏହି ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଭିଡି ସତୀଶନ୍
- ଧୋନୀଙ୍କୁ ନେଇ ପ୍ରଶଂସକଙ୍କୁ ବୋକା ବନାଉଛି କି ସିଏସକେ
Comments are closed.