ଗୋଟିଏ ସାଧା କାଗଜ ପଟିରୁ ଆମେ ତିଆରି କରିବା ସ୍ପିନର୍, ଦେଖିବା ଏହା କେମିତି ଉଡୁଛି ।
୧- କାଗଜ ପଟି ନିଅ
୨- କାଗଜ ପଟିର ଗୋଟିଏ ଧାରରେ ଅଠା ଲଗାଇ ଦୁଇ ମୁଣ୍ଡକୁ ଯୋଡି ଦିଅ । ଆମକୁ ଗୋଟିଏ ଗୋଲ ପଟି ମିଳିବ
୩- ପଟିର ଭିତରପଟରେ ଗୋଟିଏ ଜାଗାରେ ଅଠା ଲଗାଇ ଯୋଡିଦିଅ । ଇଂରାଜୀ ୮ ଭଳି ଆକାରର ପଟି ମିଳିବ
୪- ଏବେ ଏହି ପଟିକୁ ଟିକିଏ ଉଚ୍ଚ ଜାଗାରୁ ତଳକୁ ପକାଇ ଦିଅ
ଦେଖ କେମିତି କାଗଜଟି ଘୁରି ଘୁରି ତଳେ ପଡୁଛି ।
Comments are closed.