Latest Odisha News

ଟିଭିରୁ ବିଦାୟ ନେବେ ଆଦିତ୍ୟ

ନୂଆଦିଲ୍ଲୀ: ଭାରତୀୟ ସିଙ୍ଗର୍‌ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ଉପସ୍ଥାପକ ଆଦିତ୍ୟ ନାରାୟଣ ୨୦୨୨ ମସିହାରେ ଟେଲିଭିଜନରୁ ବିରତି ନେବେ ବୋଲି କହିଛନ୍ତି। ସେ ଏଥିରୁ ବିରତି ଦନଇ ସଙ୍ଗୀତ କ୍ୟାରିୟରକୁ ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି। ସଙ୍ଗୀତ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି ଆଦିତ୍ୟ। ଜଣେ ସଫଳ ଟିଭି ଉପସ୍ଥାପକ ଭାବେ ସଫଳ ହୋଇପାରିଛନ୍ତି କିନ୍ତୁ ଗାୟକ ଭାବେ ନୁହେଁ।

ଆଦିତ୍ୟ ମଧ୍ୟ ୧୮ ବର୍ଷ ବୟସରେ ସେ ରେ‌େ ଗା ମା ପାରେ ଜରିଆରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ସେତେବେଳେ ସେ ପ୍ରତି ଏପିସୋଡ୍ ପିଛା ୭୫୦୦ ଟଙ୍କା ରୋଜଗାର କରୁଥିଲେ। ବର୍ତ୍ତମାନ ସେ ଆଙ୍କରିଂରେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।

Comments are closed.