Latest Odisha News

BREAKING NEWS

ମଞ୍ଚସ୍ଥ ହେଲା ହାସ୍ୟରସାତ୍ମକ ନାଟକ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି ।

କାର୍ଲୋ ଗୋଲଦୋନିଙ୍କ ରଚିତ ଓ ଶକ୍ତି ମହାନ୍ତିଙ୍କ ଦ୍ଵାରା ଓଡ଼ିଆରେ ଅନୂଦିତ  ଏହି ନାଟକକୁ ସୂର୍ଯ୍ୟ ମହାନ୍ତି ନିର୍ଦ୍ଦେଶନା ଦେଇ। ନିରଞ୍ଜନ ବାବା, ଶୁଶାନ୍ତ ରାଉତରାୟ, ପ୍ରଦୀପ ତ୍ରିପାଠୀ, ଦୁର୍ଗେଶ ନାୟକ, ଆକାଶ ବେହୁରା , ତାପସ ମହାନ୍ତ , ତିଲୋତମା ସାହୁ, କସ୍ତୁରୀ ପଲେଇ ଓ କଳ୍ପନା ରାଉତ ଏହି ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.