ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ ଥରେ ଏଠାକୁ ଯାଇଛି ଜୀବନସାରା ଭୁଲିପାରେନା ସେହି ମନଲୋଭା ସୌନ୍ଦର୍ଯ୍ୟକୁ ।
୨୦୧୬ ମସିହା ଡିସେମ୍ବର ୨ ତାରିଖରେ ଏହି ମିରାକଲ୍ ଗାର୍ଡେନ୍ ସର୍ବସାଧାରଣଙ୍କ ପାଇଁ ଉନ୍ମକ୍ତ ହୋଇଥିଲା । ତିଆରି ହୋଇଥିଲା ବିଭିନ୍ନ ଫୁଲରେ ବିଭିନ୍ନ କଳାକୃତି । ଏଇ ଯେମିତି ଏମିରେଟ୍ ଏୟାରବସ୍ । ୭୩ ମିଟର ଲମ୍ବ ବିଶିଷ୍ଟ ଏହି କଳାକୃତିଟି ୫,୦୦,୦୦୦ ସତସତିକା ଫୁଲଗଛରେ ତିଆରି ହୋଇଥିଲା । ଯେତେବେଳେ ଏହି ଗଛରେ ଫୁଲ ଫୁଟିଲା ୫ ମିଲିୟନ ଫୁଲରେ ଏୟାରବସ୍ ଏ-୩୮୦ ଚମତ୍କାର ଦେଖାଯାଉଥିଲା । ରଙ୍ଗିନ୍ ଓ ଆକର୍ଷଣୀୟ ଏହି ଫୁଲର ଏରୋପ୍ଲେନ୍ ବିଶ୍ୱର ସବୁଠାରୁ ବଡ଼ ଫ୍ଲାୱାର ଆରେଞ୍ଜମେଣ୍ଟ ଭାବେ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡସ୍ରେ ସ୍ଥାନ ପାଇଲା ।
BREAKING NEWS
- ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
- ବିଦ୍ୟୁତ ଖୁଣ୍ଟକୁ ପିଟି ଜଳିଗଲା ଟ୍ରକ୍: ଡ୍ରାଇଭର ମୃତ, ୨୦୦ ଛେଳି ଜୀବନ୍ତ ଦଗ୍ଧ
- ପାରାଦୀପ ବନ୍ଦରରେ ଦୁଇଟି ଡ୍ରାଏ ବଲ୍କ ବର୍ଥ ବିକାଶ ପାଇଁ ଲେଟର୍ ଅଫ୍ ଆୱାର୍ଡ ହାସଲ କଲା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍
- Fake PMO ID: ଫେକ୍ PMO କାର୍ଡ ଦେଖାଇ ପଶିବାକୁ ଚେଷ୍ଟା କରୁଥିଲେ ପୁଅ, ପଚାରିବାରୁ ଚିହିଁକି ଉଠିଲେ ବାପା…କ୍ୟାମେରା ଉପରେ କଲେ ଆଟାକ୍!
- ପୂର୍ବତନ PACS ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୧୪.୨୨ ଲକ୍ଷ ହେରଫେର
- ଓରାଙ୍ଗଉଟାନଙ୍କୁ ନେଇ RCCFଙ୍କ ବଡ଼ ସୂଚନା: ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ହେଉଥିଲା ଚାଲାଣ
- ଓଡ଼ିଶା ଉପକୂଳରେ ପ୍ରବଳ ପବନ ବହିବ, ଘଣ୍ଟା ପ୍ରତି ୬୦ କିମି…
- ସ୍କୁଲ ପରିସରରେ ମଦ୍ୟପାନ ଘଟଣା; ପ୍ରଧାନଶିକ୍ଷକ ନିଲମ୍ବିତ
- Puri Temple Land in Pak: ପାକିସ୍ତାନରେ ବି ରହିଛି ମହାପ୍ରଭୁଙ୍କ ଜମି! ୩୬ ହଜାର ଏକର ସମ୍ପତ୍ତିର ହେବ ବଡ଼ ଯାଞ୍ଚ…
- ଜୋର୍ଡାନରେ ଇରାନର ବଡ଼ ହମଲା: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍ କଲା ଇରାନ

Comments are closed.