Latest Odisha News

ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ହୋଇନି ଅଗ୍ନିକାଣ୍ଡ: ପୂର୍ବତଟ ରେଳବାଇ

ଭୁବନେଶ୍ୱର: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ହୋଇନି ଅଗ୍ନିକାଣ୍ଡ। ଏନେଇ ସ୍ପଷ୍ଟ କରିଛି ଇଷ୍ଟ କୋଷ୍ଟ ରେଲୱେ। ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଥିଲା।

ଆଜି ୯ଟା ୨୩ମି.ରେ ଭଦ୍ରକରେ ପହଞ୍ଚିବା ବେଳକୁ ସ୍ଲିପର କୋଚର ବ୍ରେକ ବାଇଣ୍ଡିଂରେ ସାମାନ୍ଯ ସମସ୍ୟା ଦେଖାଦେଇଥିଲା। ଯାହାର ମରାମତି ପରେ ଟ୍ରେନଟି ୯ଟା ୪୩ମି.ରେ ଗନ୍ତବ୍ଯସ୍ଥଳୀ ଅଭିମୁଖେ ଯାତ୍ରା କରିଥିଲା।

Comments are closed.