ମୁମ୍ବାଇ : ଖୁବ୍ଶୀଘ୍ର ଏକାଠି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଅପ୍କମିଂ ଫିଲ୍ମ ‘କ୍ରିଶ ୪’ରେ ଏ ଦୁହିଁଙ୍କ ଯୋଡିକୁ ଦର୍ଶକେ ଦେଖିବାକୁ ପାଇବେ । ପୂର୍ବରୁ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ର ଦୁଇଟି ପାର୍ଟରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ଏହି ଫିଲ୍ମର ଚତୁର୍ଥ ପାର୍ଟରେ ପ୍ରିୟଙ୍କାଙ୍କ ସ୍ଥାନରେ ଦୀପିକା ଲିଡ୍ ରୋଲ୍ରେ ନଜର ଆସିପାରନ୍ତି ।
ଫିଲ୍ମ ନିର୍ଦ୍ଦେଶକ ରାକେଶ ରୋଶନ ଏହି ଫିଲ୍ମ ପାଇଁ ଲିଡ୍ ରୋଲ୍ରେ ଦୀପିକାଙ୍କୁ ନେବାକୁ ଚାହୁଁଛନ୍ତି । ତେବେ ଦୀପିକା ଏହି ଫିଲ୍ମରେ ହ୍ରିତିକଙ୍କ ଅପଜିଟ୍ରେ କାମ କରିବେ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଦୀପିକା ଏହି ଫିଲ୍ମରେ କାମ କରିବା ପାଇଁ ହଁ କରନ୍ତି ତେବେ ପ୍ରଥମ ଥର ପାଇଁ ହ୍ରିତିକ ଓ ଦୀପିକାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ମିଳିବ । ତେବେ ଦୀପିକା ଏହି ପିଲ୍ମ କରିବେ ନା ନାହିଁ ତାହା ଆଗକୁ ହିଁ ଜଣାପଡିବ ।
BREAKING NEWS
- ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକା-ଇରାନ ମଧ୍ୟରେ ସଂଘର୍ଷ; ଜଣେ ଭାରତୀୟ ନାବିକ ମୃତ, ୧୭ ଉଦ୍ଧାର
- ଏଲିଏନ୍ ଅଛନ୍ତି କି ନାହିଁ; ଆମେରିକା ଜାରି କଲା ୟୁଏଫଓ..
- ବିଜୟଙ୍କ ପାଇଁ ଶେଷ ହେଲା ‘ନମ୍ବର ଗେମ୍’ର ଚିନ୍ତା, ସର୍ତ୍ତହୀନ ସମର୍ଥନ ଜଣାଇଲା VCK
- କେଉଁଟି ସବୁଠାରୁ ଭଲ, ଫାଇବର ବଡି ନା ଲୁହା କୁଲର? ଜାଣନ୍ତୁ କେଉଁଟି କମ୍ ବିଦ୍ୟୁତ୍ ବ୍ୟବହାର କରେ?
- ତାମିଲନାଡୁ ରାଜନୀତିରେ ‘ଭିସିକେ’ର ମାଷ୍ଟରଷ୍ଟ୍ରୋକ୍: ୩ ଦିନ ଧରି ‘ଥାଲାପତି’ ବିଜୟଙ୍କୁ କେମିତି ରଖିଥିଲେ ଚାପରେ?
- ମିଶନ ମୋଡରେ ବିଜେପି: ବଙ୍ଗଳାକୁ ଗେରୁଆ କରିବା ପରେ ଏବେ ପଞ୍ଜାବର ପାଳି, ଗୃହମନ୍ତ୍ରୀଙ୍କର ଚାଲିଛି ମାଷ୍ଟର ପ୍ଲାନ
- ୪୫ କେଜି ବାରାହ ମାଂସ ଜବତ, ୭ ଶିକାରୀ ଗିରଫ
- The Bengal Files in West Bengal:ଏହି ଦିନ’ଦ ବେଙ୍ଗଲ ଫାଇଲ୍ସ’ ପଶ୍ଚିମବଙ୍ଗରେ ହେବ ରିଲିଜ୍; ମମତାଙ୍କ ସରକାର କରିଥିଲେ ବିରୋଧ
- ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ପରାଜୟ ସ୍ୱୀକାର କଲେ କି ମମତା? ଏକ୍ସ (X) ବାୟୋ ବଦଳାଇ ଦେଲେ ବଡ଼ ସଂକେତ
- Modi bowing down: ଆଜିଠୁ ବଙ୍ଗ ବିଜେପି ଗଡ, ଆଣ୍ଠୁ ମାଡି ବଙ୍ଗବାସୀଙ୍କୁ ମୁଣ୍ଡିଆ ମାରିଲେ ମୋଦି
Comments are closed.