ଭୁବନେଶ୍ୱର: ଭୁବନେଶ୍ବର IIT କ୍ୟାମ୍ପସ୍ ହଷ୍ଟେଲ ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ମୃତ। ବଏଜ୍ ହଷ୍ଟେଲ୍ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ଛାକ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା ନିଶାନ୍ତ କୁମାର ଏବଂ ତାଙ୍କ ଘର ଆନ୍ଧ୍ର ପ୍ରଦେଶରେ ଥିବା ଜଣାପଡିଛି। ବାଲକୋନୀରୁ ଖସି ମୃତ୍ୟୁ ନେଇ କଲେଜ୍ ପିଆର୍ଓ ଦେଇଛନ୍ତି ସୂଚନା। ବାପା ମାଆ ଆସିଲା ପରେ ପୋଷ୍ଟମର୍ଟମ କରାଯିବ ପିଆର୍ଓ କହିଛନ୍ତି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।
BREAKING NEWS
- Balianta Lynching:ବାଲିଅନ୍ତା ଭିଡ଼ ହତ୍ୟା ଘଟଣା:୪ ପୋଲିସ ସସ୍ପେଣ୍ଡ୍
- ପରାଜୟ ପରେ ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା; ତୃଣମୂଳ କଂଗ୍ରେସରେ ଆରମ୍ଭ ହେଲା ବିଦ୍ରୋହ
- ପ୍ରଧାନମନ୍ତ୍ରୀ ମୋଦୀଙ୍କ କନଭୟ ରୁଟରୁ ଜିଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ
- ବାଲ୍କୋନୀରୁ ପଡ଼ି ପିଏଚ୍ଡି ଛାତ୍ର ମୃତ
- ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ଜେଲୋଟିନ ଷ୍ଟିକ ଜବତ; ଜଣେ ସନ୍ଦିଗ୍ଧ ଗିରଫ
- ଖୋର୍ଦ୍ଧା, ପୁରୀ ସମେତ ଭିଜିବ ଏହି ଜିଲ୍ଲା…
- ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ପରେ ହତ୍ୟା!
- ଗୋଟିଏ ମଞ୍ଚରେ ଏକାଠି, ସେଲ୍ଫି ନେଲେ; ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀଙ୍କ ସମ୍ପର୍କ…
- ବାଲିଅନ୍ତା ଘଟଣାରେ ପୋଲିସ କରୁଛି କି ପକ୍ଷପାତିତା, ମହିଳାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି କଲେ ପରିବାର
- ଶପଥ ଗ୍ରହଣ ସମାରୋହରେ ବିଜୟଙ୍କୁ କାହିଁକି ଅଟକାଇଲେ ରାଜ୍ୟପାଳ?