ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ଗ୍ରାହକଙ୍କୁ ମିଳିଲା ହୋଲି ଭେଟି । କମିଲା ଏଲ୍ପିଜି ସିଲିଣ୍ଡର ଦାମ୍ । ସବ୍ସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି । ସେହିପରି କମର୍ସିଆଲ ସିଲିଣ୍ଡର ପିଛା ୮୪.୫୦ ଟଙ୍କା ଶସ୍ତା ହୋଇଛି ।
ପୂର୍ବରୁ ଫେବୃଆରୀ ୧୨ରେ ଏଲ୍ପିଜି ସିଲିଣ୍ଡର ଦାମ୍ ସର୍ବାଧିକ ବଢ଼ିଥିଲା । ସବ୍ସିଡି ଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୫୦ ଟଙ୍କା ବୃଦ୍ଧି ପାଇଥିଲା । ମେଟ୍ରୋ ସହରରେ ଅଣ ସବ୍ସିଡି ଯୁକ୍ତ ଏଲ୍ପିଜି ସିଣ୍ଡରର ମୂଲ୍ୟ ୧୪୪.୫୦ରୁ ୧୪୯ ଟଙ୍କାକୁ ବଢ଼ିଥିଲା ।
ରିପୋର୍ଟରେ ଦର୍ଶାଯାଇଛି ଯେ, ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଓ ଗ୍ୟାସ୍ ମୂଲ୍ୟରେ ହ୍ରାସ ଘଟିବା ଯୋଗୁଁ ଆଗକୁ ଏଲ୍ପିଜି ଦର ଆହୁରି ଶସ୍ତା ହେବା ନେଇ ସମ୍ଭାବନା ରହିଛି ।
BREAKING NEWS
- ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ ରିପୋର୍ଟ:ଦେଶର ଶୀର୍ଷ ୫ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ
- Dharmendra Pradhan’s resignation:ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିନା ପଇସାରେ ଘୁଞ୍ଚୁନଥିଲା ଫାଇଲ୍: ଶେଷରେ ୪ ହଜାର ଲାଞ୍ଚ ନେଉନେଉ ମାଡ଼ିବସିଲା ଭିଜିଲାନ୍ସ
- ଖୋଲିଗଲା ଭୁବନେଶ୍ୱର ଡ୍ରେନେଜ୍ ବ୍ୟବସ୍ଥାର ପୋଲ୍: ବର୍ଷା ପାଣିରେ ଲହଡ଼ି ମାରୁଛି ରାସ୍ତା, ଘରେ ପଶିଲା ନର୍ଦ୍ଦମା ପାଣି!
- Heavy rainfall:୪୮ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି
- ୨୦ ଲକ୍ଷ ନାଁ ଗାଏବ, ଆଉ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ: ଭୋଟର ତାଲିକା ସଂଶୋଧନ ନାଁରେ କଣ ଚାଲିଛି ଓଡ଼ିଶାରେ?
- ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ୍ୟୁ
- FIH Hockey Men’s World Cup 2026:ପୁରୁଷ ହକି ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା;ଟିମରେ ଓଡ଼ିଶାର ୨ ଷ୍ଟାର୍ ଖେଳାଳି
- ଆୟୋଜିତ ହେବାକୁ ଯାଉଛି ୩୨ ବର୍ଷରେ ସବୁଠାରୁ ଛୋଟ ରାଜ୍ୟଗୋଷ୍ଠୀ କ୍ରୀଡା
- ସ୍କୁଲ ପିଲାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟକୁ ସାରା ଦେଶରେ ଲାଗୁ କଲେ ସୁପ୍ରିମକୋର୍ଟ
Comments are closed.