ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ
ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର
ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…