Latest Odisha News

BREAKING NEWS

ବ୍ୟଙ୍ଗ : ଭାଲେଣ୍ଟାଇନସ୍ ଆପ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ଦିନଟି ସେମିତି-ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ ।" ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା…

ବ୍ୟଙ୍ଗ : ସ୍ୱାମୀ ନିବୃତ୍ତାନନ୍ଦଙ୍କ ଭିତିରି କଥା

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ବେଶ୍ କିଛି ବର୍ଷ ପୂର୍ବେ ଅପୂର୍ବ ଗାଁରେ ବାବୁ ବିଚିତ୍ରାନନ୍ଦ ବୋଲି ଜଣେ ବୟସ୍କ ମଣିଷ ଥିଲେ । ଇଂରେଜ ଅମଳର ପାଠ ପଢିଥିବାରୁ ତାଙ୍କର ବେଶ ଗର୍ବ । ଯାହାକୁ ଏକା ଦେଖିଲେ ତାକୁ ପାଠ କଥାରୁ ଆରମ୍ଭ କରି ଦେଶ ବିଦେଶର ସାଧାରଣ ଜ୍ଞାନ ପଚାରିବା…

ବ୍ୟଙ୍ଗ : ଅପରେସନ ସକ୍ସେସଫୁଲ୍ ବଟ୍ ପେସେଣ୍ଟ ଡେଡ୍

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ...  ରାଜରାସ୍ତା ଚଉଡା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା' ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା ସମୟରେ ଅନେକ ଥର…

ବ୍ୟଙ୍ଗ : ଉପଲବ୍ଧି

ମୋ ଜୀବନର ଯଦି ସବୁଠୁ ପ୍ରମୁଖ ଉପଲବ୍ଧି କଣ ବୋଲି ପଚରାଯାଏ ତେବେ ନିଃସନ୍ଦେହରେ ମୁଁ କହିବି ମୋ ଫେସବୁକ ବନ୍ଧୁତା । ମୋର ଫେସବୁକରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ମିଶେଇ ପ୍ରାୟ ପାଞ୍ଚ ହଜାର ସରିକି ବନ୍ଧୁ ଅଛନ୍ତି । ସବୁଠୁ ମହତ କଥା ହେଲା କେହି ଜଣେ ବି ଅନ୍ୟାୟ କି ଦୁର୍ନୀତିକୁ ଭଲ ପାଆନ୍ତି…

ବ୍ୟଙ୍ଗ : କରୋନା କେଳେଙ୍କାରୀ

ଗତ ମାସର କଥା । ବର୍ଷାରେ ତିନ୍ତି ସନ୍ଧ୍ୟାରେ ଘରକୁ ଫେରିବା ପରେ ଟିକେ ଜରୁଆ ଲାଗିଲା । ଦେହ ଉଷୁମ ଦେଖି ଚିନ୍ତା ବଢିଗଲା । କରୋନା ନୁହେଁ ତ? ମନ କଥା ମନରେ ରଖି ଭାବିଲି ସକାଳ ଯାଏଁ ଅପେକ୍ଷା କରେ ଯଦି ଜ୍ଵର ରୁହେ ତେବେ ଘରେ ଜଣେଇବି । ଅଯଥାରେ କାହିଁକି ସମସ୍ତଙ୍କୁ ଟେନ୍ସନ ଦେବି ।…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

ବ୍ୟଙ୍ଗ : ଯଃ ଜାନାତି ସଃ ଜାନାତି

ଥରେ ସ୍ୱପ୍ନରେ ମେଟାଫର ଆସି ମୋ ସାମ୍ନାରେ ଉଭା ହେଲେ । ବଡ଼ ମନ ଦୁଃଖରେ କହିଲେ, ଧନ ଏ ସବୁ କଣ ଚାଲିଛି ମୁଁ କିଛି ବୁଝିପାରୁନି । ଡରରେ ମୁଁ ସାଙ୍କୁଡ଼ି ଗଲି । ପଚାରିଲି "ମହାନୁଭବ ଏପରି କ'ଣ ହେଲା ଯାହା ଆପଣଙ୍କ ମନରେ କଷ୍ଟ ଆଣିଲା ?" ମେଟାଫର କହିଲେ "ସେକ୍ସପିଅରଙ୍କ ଠାରୁ ନିତ୍…

ବ୍ୟଙ୍ଗ : ପ୍ରକାଶକ ମହୋଦୟଙ୍କ ସହ କିଛି ସମୟ

କିଛିଦିନ ତଳେ ମୋର କିଛି ଲେଖାକୁ ନେଇ ଜଣେ ପ୍ରକାଶକଙ୍କ ପାଖକୁ ଯାଇଥିଲି । ଜଣେ ବନ୍ଧୁଙ୍କ ସୁପାରିଶ କ୍ରମେ ନିର୍ଦ୍ଧାରିତ ସମୟରେ ଦେଖାକରିବାକୁ ଯାଇ ତାଙ୍କ ପ୍ରକାଶନ ସଂସ୍ଥାରେ ପହଞ୍ଚିଲି। ଯଦିଓ ମୋର ଲେଖା ଆଗରୁ କିଛି ଜାଗାରେ ପ୍ରକାଶିତ ହୋଇଛି, ତଥାପି ଭାବିଲି ଯଦି ଯେନ ତେନ ପ୍ରକାରରେ…

ବ୍ୟଙ୍ଗ : ମନ୍ କୀ ବାତ୍

ଅନେକ ସମୟରେ ଆମ୍ଭ ସ୍ତ୍ରୀଙ୍କୁ କହିବାର ଶୁଣିଛୁ ," ତୁମେତ ମୋତେ ଆଗ ଭଳି ଆଉ ଭଲ ପାଉନ । ତୁମେ କଣ ମୋତେ ବାହା ହେଇ ଖୁସି ନାହଁ ?" ପ୍ରଥମେ ଭାବୁଥିଲି ସତରେ କେତେ ନିରୀହ ପ୍ରଶ୍ନ । କିଛି ଭୁଲ କରିଦେଲିକି ? ଯେଉଁଥିପାଇଁ ତାଙ୍କ ମନ ଦୁଃଖ ହେଉଛି । କିନ୍ତୁ ବେଶ କିଛି ବର୍ଷ ଲାଗିଲା…

ବ୍ୟଙ୍ଗ : ମହାବାତ୍ୟା

ଆଜି ଏମିତି ବୁଲୁ ବୁଲୁ ଜଣେ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଲା । ଖାଲି ଦେଖା ତ ହେଲାନି ଭଦ୍ରବ୍ୟକ୍ତିଙ୍କ ଆଚରଣ ଆମ ମନ ଚଇତନକୁ ଟାଣି ନେଲା । ଭଦ୍ରବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ସ୍କ୍ରିନକୁ ଖୋଲି ଜଣେ ମହିଳାଙ୍କ ଫୋଟ ବାରମ୍ବାର ଦେଖୁଥାନ୍ତି । କୌତୂହଳରେ ପଚାରିଲି ,"ସାର୍ ଏ କ'ଣ ଆପଣଙ୍କ…