Latest Odisha News

BREAKING NEWS

ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଉଦବେଗଜନକ ହେବାରେ ଲାଗିଛି । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା କାରଣରୁ ଜିଲ୍ଲାର ପ୍ରମୁଖ ନଦୀ ଜଳକାର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି । ବସ୍ତା ବ୍ଲକ ମଥାନୀ ନିକଟରେ ନଦୀର ଜଳସ୍ତର ବିପଦ…

ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ଦାଦନ ସମସ୍ୟାକୁ ଦୂର କରିବା ଏବଂ ବାଧ୍ୟତାମୂଳକ ସ୍ଥାନାନ୍ତରଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ତିନି ବର୍ଷିଆ ଅଭିଯାନ 'ପ୍ରୋଜେକ୍ଟ ବ୍ଲେସ୍' ଶୁଭାରମ୍ଭ…

ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କ ଜ୍ୱାଇଁଙ୍କୁ ଯୌତୁକ ନିର୍ଯାତନା ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ମାମଲାରେ ପୋଲିସ ଗିରଫ କରିଛି। ନିଜ ପତ୍ନୀଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜଣେ ପୂର୍ବତନ…

ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ବିରୋଧୀ ଦଳ କଂଗ୍ରେସ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ପ୍ରସ୍ତୁତି କରିଛି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ଏକ ତ୍ରି…

କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ

ବଡ଼ବିଲ: ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଏବଂ ତାଙ୍କ ବାପାଙ୍କୁ କେନ୍ଦୁଝର ଜିଲ୍ଲା ପୋଲିସ ଗିରଫ କରିଛି । ବ୍ୟାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସର ସୁଯୋଗ ନେଇ ଏହି ବଡ଼ ଧରଣର ଆର୍ଥିକ କେଳେଙ୍କାରୀ…

ଭୂକମ୍ପ ନା ଅଲୌକିକ ଶକ୍ତି? ମୋରବୀର ନୂଆ କୂଅରେ ସମୁଦ୍ର ଭଳି ଉଛୁଳୁଛି ପାଣି

ମୋରବୀ: ଗୁଜରାଟର ମୋରବୀ ଜିଲ୍ଲାରେ ଥିବା ଏକ ରହସ୍ୟମୟ କୂଅକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଏହି କୂଅର ପାଣି ବିନା କୌଣସି ବାହ୍ୟ ପ୍ରଭାବରେ କିମ୍ବା ମୋଟର ଲଗାଯାଇ ନଥାଇ ଆପେ ଆପେ ସମୁଦ୍ର ଲହଡ଼ି ପରି ଉଠୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ…

ହାଇ ବିପି ଔଷଧ ଖାଉଛନ୍ତି କି? କ୍ୟାନସର ହେବା ନେଇ ଡବ୍ଲ୍ୟୁଏଚଓ ର ବଡ଼ ଚେତାବନୀ

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ବା ହାଇ ବିପି ନିୟନ୍ତ୍ରଣ ପାଇଁ ଖାଉଥିବା ଔଷଧ କଣ କର୍କଟ ବା କ୍ୟାନସର ରୋଗର କାରଣ ହୋଇପାରେ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍କଟ ଗବେଷଣା ଶାଖାଆଇଏଆରସିପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, ଉଚ୍ଚ ରକ୍ତଚାପ, ଫଙ୍ଗଲ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ: ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍

ଭୁବନେଶ୍ୱର: ବିନା ଇନ୍ସୁରାନ୍ସରେ ଗାଡ଼ି ଚଲାଉଥିବା ଅମାନିଆ ଚାଳକଙ୍କ ପାଇଁ ଏବେ ଆସିଛି ଏକ ବଡ଼ ଖବର । ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ନିକଟରେ 'ବୀମା ନାହିଁ ତ ପେଟ୍ରୋଲ ନାହିଁ' (No Insurance, No Petrol) ନିୟମ ଲାଗୁ କରିବା ପାଇଁ ଏକ ପାଇଲଟ୍…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ଆବେଦନ ଫେରାଇ ନେଲେ ପତ୍ନୀ ସଙ୍ଗୀତା

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ସାଉଥ୍ ସୁପରଷ୍ଟାର ଥାଲାପତି ସି. ଜୋସେଫ୍ ବିଜୟଙ୍କ ପାରିବାରିକ ଜୀବନରେ ଦେଖାଦେଇଥିବା ଝଡ଼ ଏବେ ଶାନ୍ତ ପଡ଼ିଥିବା ଜଣାପଡିଛି । ଦୀର୍ଘ ଦିନର ପାରିବାରିକ ବିବାଦ ପରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ନିଜର ଛାଡ଼ପତ୍ର ମାମଲାକୁ ଶେଷରେ…

ଇଏମଆଇରେ କିଣାଯାଇଥିବା ଫୋନର ଦେୟ ନଦେଇପାରିଲେ କଣ ହେବ, RBI ଘୋଷଣା କଲା ନିୟମ

ମୁମ୍ବାଇ: ଆଜିକାଲି ଅନେକ ଲୋକ ଇଏମ୍‌ଆଇ କିମ୍ବା ଫାଇନାନ୍ସରେ ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲ୍ୟାପଟପ୍ କିଣୁଛନ୍ତି। ତେବେ ଠିକ୍ ସମୟରେ ଇଏମ୍‌ଆଇ ନଦେଲେ କିଛି ଫାଇନାନ୍ସ କମ୍ପାନୀ କିମ୍ବା ବ୍ୟାଙ୍କ ଗ୍ରାହକଙ୍କ ଫୋନକୁ ରିମୋଟ୍ କଣ୍ଟ୍ରୋଲ୍ ଜରିଆରେ ଲକ୍ କରିଦେଉଥିବା ଦେଖିବାକୁ ମିଳୁଛି । ଏହି…