Latest Odisha News

BREAKING NEWS

ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର: ହସ୍ପିଟାଲରୁ ବିଧାନସଭା ଅଦିବେଶନରେ ଯୋଡ଼ି ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଭିଡିଓ କନଫରେନ୍ସିଂ ଜରିଆରେ ସେ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହାପରେ ଟ୍ୱିଟ୍ କରି ଜଣାଇଛନ୍ତି ପ୍ରଦୀପ୍ତ ନାଏକ । ସେ ଲେଖିଛନ୍ତି, ସମ୍ପୂର୍ଣ୍ଣ ଭାବରେ ସୁସ୍ଥ…

ଆଜି ଓଡ଼ିଶାରୁ ୭୧୯ କରୋନା ପଜିଟିଭ୍, ୧୨୫ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଭିତରେ ରହିଛି । କିନ୍ତୁ ଛୁଆଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୭୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୦-୧୮ ବର୍ଷ ଭିତରେ ୧୨୭ ସଂକ୍ରମିତ । ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।…

ତାଲିବାନ ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଷ୍ଟାର, ଭାରତକୁ କଲେ ପ୍ରଶଂସା

କାବୁଲ: ଆମେରିକା ସେନା ପ୍ରତ୍ୟାହାର କରିବା ଓ ତାଲିବାନ ଫେରିବା ପରେ ଆଫଗାନିସ୍ତାନରୁ ସ୍ଥିତି ବଦଳିଯାଇଛି । ଭୟ ଓ ଆତଙ୍କରେ ଲୋକ ଦିନ କାଟୁଥିବା ବେଳେ ଦେଶ ଛାଡ଼ିବାକୁ ସମସ୍ତେ ବ୍ୟାକୁଳ । ଅରାଜକତା ପାଇଁ ପାକିସ୍ତାନ ଉପରେ ବର୍ଷିଛନ୍ତି ଆଫଗାନିସ୍ତାନର ପପ୍ ଷ୍ଟାର ଆରୟାନା ସୟିଦ ।…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ରେଡ୍…

୭ ବର୍ଷ ପରେ ଲର୍ଡସ ଲଢ଼େଇ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶା ସମ୍ବାର ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଲର୍ଡସ୍ ଟେଷ୍ଟରେ ବାଜି ମାରିଛି ଟିମ୍ ଇଣ୍ଡିଆ । ୭ବର୍ଷ ପରେ ଐତିହାସିକ ଲର୍ଡସରେ ମ୍ୟାଚ୍ ଜିତିଛି । ଲର୍ଡସରେ ଏହା ହେଉଛି ଟିମ୍ ଇଣ୍ଡିଆର ତୃତୀୟ ବିଜୟ । ଇଂଲିଶ ବାହିନୀକୁ ତା ମାଟିରେ ଧୂଳି ଚଟାଇଛି ଟିମ୍ କୋହଲି । ଦ୍ୱିତୀୟ ଇନିଂସରେ ମହମ୍ମଦ…

ଓଡ଼ିଆ ହକି ଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ପୁରୁଷ ଖେଳାଳିଙ୍କୁ ଅଢେଇ କୋଟି, ମହିଳା ଖେଳାଳିଙ୍କୁ…

ଭୁବନେଶ୍ୱର: ଓଡ଼ିଶାର ୪ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୋଜିତ ସମ୍ବର୍ଦ୍ଧନା ସମାରୋହରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଗୋଷ୍ଠୀ ସଂଘର୍ଷ ନେଲା ଜୀବନ: ମାଆ ମୃତ, ବାପା ଓ ପୁଅ ଗୁରୁତର

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ହେଲେ ଗାଁର ଶିବ ମହାଳିକଙ୍କ ପତ୍ନୀ…

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହଜାରେ ତଳକୁ ଖସିଲା କରୋନାର ଦୈନିକ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୭୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩, କଟକରୁ ୮୧, ବାଲେଶ୍ୱରରୁ ୬୨, ଯାଜପୁରରୁ ୬୦,…

ଦୁଇ ମାସ ପରେ ଆଜିଠୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ଆଂଶିକ ଲକଡାଉନରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ସରକାର । ତଥାପି ବସ୍ ଗଡ଼ି ନଥିଲା । ଆଜିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ପୁଣି ଥରେ ବସଷ୍ଟଚାଣ୍ଡରେ ଶୁଣିବାକୁ ମିଳିଛି ବସର ହର୍ଣ୍ଣ । କାଉଣ୍ଟରରେ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ଯାତ୍ରୀଙ୍କ ଗହଳି ଚହଳି ଆରମ୍ଭ ହୋଇଛି…

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର: ଆଜି ୨୧୮୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ପାଖାପାଖି ୨ହଜାର ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । କେବେ ସାମାନ୍ୟ କମୁଛି ତ କେବେ ବଢୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୧୮୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨ଶହ ୫୮ ଓ ଲୋକାଲ୍…