ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟରେ ଖାରଜ
ଲଣ୍ଡନ: କିଙ୍ଗ୍ଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟା ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛି । ଲଣ୍ଡନର ରୟାଲ କୋର୍ଟ ଅଫ୍ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ ଷ୍ଟିଫେନ ଇରୱିନ ଏବଂ ଜଷ୍ଟିସ ଏଲିଜାବେଥ ଲାଇଂଙ୍କ ଖଣ୍ଡପୀଠ ମାଲ୍ୟାଙ୍କ…