Latest Odisha News

BREAKING NEWS

୧୯୯୬ ବିଶ୍ୱକପ : ଶ୍ରୀଲଙ୍କା ଚାମ୍ପିୟନ, କାମ୍ବଲୀଙ୍କ କାନ୍ଦ ଆଉ ଟିମ ଇଣ୍ଡିଆର ବିଦାୟ ସାରା ଭାରତର ଆଖି ଛଳ ଛଳ କରି…

୧୯୯୬ ବିଶ୍ୱକପ କ୍ରିକେଟକୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ପ୍ରଥମ ଥର ପାଇଁ ୧୨ଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ୯ ଟେଷ୍ଟ ଖେଳୁଥିବା ଦେଶ ଓ ୟୁଏଇ, କେନିୟା ଓ ନେଦରଲାଣ୍ଡସ ଏଥିରେ ଖେଳିଥିଲେ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କେନିୟା ସମସ୍ତଙ୍କୁ ଚକିତ…

୧୯୯୨: ରଙ୍ଗୀନ ବିଶ୍ୱକପ, ରାଉଣ୍ଡ ରବିନ ଲିଗ୍‌, ବର୍ଷା ଅଭିଶାପ, ମିଆଁଦାଦ-ମୋରେ ବିବାଦ

୧୯୯୨ରେ କ୍ରିକେଟର ଆଧୂନିକୀକରଣ ହୋଇଥିଲା । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ରଙ୍ଗୀନ ପୋଷାକ, ଧଳା ବଲ, କଳା ସାଇଟ ସ୍କ୍ରିନ ଓ ଫ୍ଲଡ ଲାଇଟ ପ୍ରଶଂସକଙ୍କ ମନରେ ରୋମାଂଚ ଭରିଥିଲା । ୪ ବର୍ଷ ବଦଳରେ ୫ ବର୍ଷ ବ୍ୟବଧାନରେ ଏହି ବିଶ୍ୱକପ ଖେଳା ଯାଇଥିଲା । ତେବେ…

ପାକିସ୍ତାନ ସହ ମିଳିତ ଭାବେ ଭାରତ ଆୟୋଜିତ କଲା ୧୯୮୭ ବିଶ୍ୱକପ: ନୂଆ ବିଜେତା, ପ୍ରଥମ ହ୍ୟାଟ୍ରିକ, ସିଦ୍ଧୁଙ୍କ କମାଲ

ବିଶ୍ୱ ଚାମ୍ପିୟନ ଭାରତ ଏଥର ସମସ୍ତ ଉଦ୍ୟମ କରି ୧୯୮୭ରେ ପାକିସ୍ତାନ ସହ ମିଳିତ ଭାବେ ବିଶ୍ୱକପ କ୍ରିକେଟ ଆୟୋଜନ କରିଥିଲା । ୮ ଅକ୍ଟୋବରରୁ ୮ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଇଂଲଣ୍ଡ ବାହାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ଅଷ୍ଟ୍ରେଲିଆ ନୂଆ ବିଜେତା ହୋଇଥିଲା । ଭାରତର ଅଭିଯାନ…

୧୯୮୩ ବିଶ୍ୱକପ : ଆରମ୍ଭ ହେଲା ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ କ୍ଷଣ

୧୯୭୫ ଓ ୧୯୭୯ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣି ପାରି ନ ଥିଲା । ଏପରିକି ୧୯୮୩ ବିଶ୍ୱକପରେ କ୍ରିକେଟପ୍ରେମୀମାନେ ଭାରତ ଚାମ୍ପିୟନ ହେବେ ବୋଲି ଆଶା କରି ନ ଥିଲେ । କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ସ୍ମରଣୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣିମ କ୍ଷଣ ଆରମ୍ଭ…

୧୯୭୫ ଦିନିକିଆ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜ ଚାମ୍ପିୟନ, ଚର୍ଚ୍ଚାରେ ଗାଭାସ୍କରଙ୍କ ୩୬ ରନ

ଏଥର ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜନ କରାଯିବ । ଅକ୍ଟୋବର ୫ରୁ ଏହି ମହାକୁମ୍ଭ ଆରମ୍ଭ ହୋଇଯିବ । ୧୯୮୩, ୨୦୧୧ ପରେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ପୁନର୍ବାର ଚାମ୍ପିୟନ ହେବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଆସନ୍ତୁ ନଜର ପକାଇବା ୧୯୭୫ ପ୍ରାରମ୍ଭିକ ସଂସ୍କରଣ ଉପରେ ।…

ଏସିଆନ ଗେମ୍ସ: ଏଥର ଭାରତର ଟାର୍ଗେଟ ୧୦୦ ପଦକ

ଏସିଆନ ଗେମ୍ସର ୧୯ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଭାରତ ଏ ପର୍ଯ୍ୟନ୍ତ ଏସିଆନ ଗେମ୍ସରେ ୧୦୦ ପଦକ ମାର୍କ ପାର କରିପାରି ନାହିଁ । ଏଥର ଏହି ଲ୍ୟାଣ୍ଡ ମାର୍କ ଛୁଇଁବା ପାଇଁ ଆମ ଆଥଲେଟ ପ୍ରସ୍ତୁତ ଅଛନ୍ତି । ୭୩ ବର୍ଷରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ରେ ହୋଇଥିଲା । ଏହି ସଂସ୍କରଣରେ ଭାରତ ୭୦…

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଏସିଆ କପ କ୍ରିକେଟ ମାଧ୍ୟମରେ ଭାରତୀୟ ଦଳ ଧିରେ ଧିରେ ବିଶ୍ୱକପ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ କରି ସାରିଛି । ଇଂଲଣ୍ଡ ରଣନୀତିକୁ ଆପଣାଇ ଟିମ ଇଣ୍ଡିଆ ଏଥର ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି । ଘରୋଇ ପରିବେଶରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ଦଳ ହାତଛଡା କରିବା…

ବିଶ୍ୱକପ ପାଇଁ ଚୟନ ହେଲା ଟିମ ଇଣ୍ଡିଆ: କଣ ରହିଛି ପଜିଟିଭ ଓ ନେଗେଟିଭ

ମୁମ୍ବାଇ: ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି । ଟିମର ପଜିଟିଭ ଓ ନେଗେଟିଭ ଦିଗପ୍ରତି ଆସନ୍ତୁ ନଜର ପକାଇବା । ପଜିଟିଭ ଶ୍ରେଷ୍ଠ ଟପ ଅର୍ଡର: ରୋହିତ ଶର୍ମା, ବିରାଟ କୋହଲି ଓ ଶୁଭମନ ଗିଲଙ୍କୁ…

୩ ବର୍ଷରୁ ଚେସ ଗୋଟି ଚାଳନରେ ଧୂରନ୍ଧର, ଏବେ ଚାମ୍ପିୟନଙ୍କ ପାଇଁ ସେ ସାଜିଛନ୍ତି ଚ୍ୟାଲେଞ୍ଜ

ଭାରତର ୧୮ ବର୍ଷୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନନ୍ଦଙ୍କ ଚର୍ଚ୍ଚା ଏବେ ସବୁଠାରେ । ବିଶ୍ୱ ଚେସ ଚାମ୍ପିୟନଶିପର ଫାଇନାଲରେ ନରୱେର ମାଗ୍ନସ କାର୍ଲସେନଙ୍କୁ କଡା ଟକ୍କର ଦେଇଛନ୍ତି । ଅଳ୍ପକେ ସେ ଚାମ୍ପିୟନରୁ ରହି ଯାଇଥିଲେ । ୧୦ ଅଗଷ୍ଟ ୨୦୦୫ରେ ଚେନ୍ନାଇରେ ପ୍ରଜ୍ଞାନନନ୍ଦ ଜନ୍ମ ଗ୍ରହଣ…

କିଙ୍ଗ କୋହଲି : କ୍ରିକେଟ ପଡିଆରେ ୧୫ ବର୍ଷର ରାଜୁତି ଜାରୀ

ଭାରତର ମହାନ ଖେଳାଳି ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୧୫ ବର୍ଷ ପୂରଣ ହୋଇଛି । କିଙ୍ଗ କୋହଲି ପଡିଆରେ ଏବେ ବି ରାଜୁତି ଜାରୀ ରଖିଛନ୍ତି । ୧୫ ବର୍ଷ ତଳେ ଡାମ୍ବୁଲାରେ କ୍ୟାରିୟର ଆରମ୍ଭ କରିଥିବା ଏହି ଛୋଟ ପିଲାଟି ଦିନେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ…