Latest Odisha News

BREAKING NEWS

ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ରାଗିଂର ପ୍ରମାଣ ମିଳିନି, ତଦନ୍ତ ଚାଲିଛି: ଅତିରିକ୍ତ ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଝିଅକୁ ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଆନ୍ଦୋଳନ କରୁଥିବା ମା' ବିଦ୍ୟୁତପ୍ରଭା ମହାନ୍ତିଙ୍କୁ ସୋମବାର ପୁଲିସ ବଳପୂର୍ବକ ଉଠାଇ ନେଇଛି। ଆଜି ରୁଚିକାଙ୍କ ଦଶାହ କର୍ମ ଥିଲା। ତାଙ୍କ ମା' ଏହି କଲେଜ ସାମ୍ନାରେ ସମସ୍ତ କର୍ମ…

‘ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ, ଚାରି ପ୍ରମୁଖ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ’

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ସଂକ୍ରମଣ ଭିତରେ ଭିତରେ ବଢିବାରେ ଲାଗିଛି । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କରୋନା ସଂକ୍ରମଣ ବଢୁଛି। କିନ୍ତୁ ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି…

ସିବିଆଇ ପାରିନଥିଲା କମିଶନରେଟ ପୋଲିସ ସଫଳ ହୋଇଥିଲା: ରୁଚିକା ମୃତ୍ୟୁକୁ ସପ୍ତାହେ ପରେ ବି ପୋଲିସର ହାତ ଖାଲି ?

ଭୁବନେଶ୍ୱର: ଶାନ୍ତ ପଡିଯାଇଛି ଗଣମାଧ୍ୟମରେ ଖବର, ଆଉ ବିଜେବି କଲେଜକୁ ନାହିଁ ପୂୂର୍ବଭଳି ଚର୍ଚ୍ଚା । ଇତି ମଧ୍ୟରେ ରାଗିଂ ଅଭିଯୋଗ ଆଣି ଜୁଲାଇ ୨ରେ ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ପୁରିଛି ସପ୍ତାହେ । କଲେଜ ଏବେ ପୂର୍ବଭଳି ସ୍ୱାଭାବିକ ହୋଇଥିବା ବେଳେ…

ଭୁଲ ବୁଝିଲେ ଅଭିଜିତ ମଜୁମଦାର, ଡିଲିଟ କଲେ ଟୁଙ୍ଗୁର ଭୋଳ ଗୀତ

ଭୁବନେଶ୍ୱର: ଟୁଙ୍ଗୁର ଭୋଳ ଏହି ବ୍ୟକ୍ତିର ପରିଚୟ ଏବେ କୌଣସି ଓଡିଆଙ୍କ ପାଖରେ ଆଉ ବୋଧହୁଏ ଅଛପା ନଥିବ । ଏହି ବ୍ୟକ୍ତିକୁ ନେଇ ଅନେକ ଆଲବମ ମଧ୍ୟ ହୋଇସାରିଲାଣି । ଆଉ ଟୁଙ୍ଗୁର ମଧ୍ୟ ଅଟୋ ଛାଡି ସଙ୍ଗୀତ ଷ୍ଟୁଡିଓରେ ବ୍ୟସ୍ତ । କିନ୍ତୁ ବାରମ୍ବାର ଟୁଙ୍ଗୁରୁ ଭଳି ଚରିତ୍ରକୁ ବିରୋଧ କରୁଥିବା…

ନଦୀରେ ଗାଧୋଇବା ହେଲା କାଳ: ୩ ଜଣଙ୍କ ମୃତ୍ୟୁ, ଜଣେ ଏବେ ବି ନିଖୋଜ

ରାଉରକେଲା: ନଦୀରେ ଗାଧୋଇବା ହେଲା କାଳ: ବୁଡିଯାଇ ୩ ଜଣଙ୍କ ମୃତ୍ୟୁ ଜଣେ ଏବେ ବି ନିଖୋଜ । ଶନିବାର ଷ୍ଟିଲ୍ ସହର ରାଉରକେଲାର କୋଏଲ ନଦୀରେ ଥିବା ଝିରପାଣି ପମ୍ପ ହାଉସ୍ ନିକଟରେ ଗାଧୋଇବାବେଳେ ପାଣିର ପ୍ରବଳ ସ୍ରୋତରେ ଚାରିଜଣ ନାବାଳକ ଭାଲିଯାଇଥିଲେ । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା…

ସ୍କୁଲ ଭିତରକୁ କ୍ୟାମେରା ମନା: ପୋଲ୍ ଖୋଲିଲା, ରୋକ୍ ଲାଗିଲା

ଭୁବନେଶ୍ୱର: ଏଣିକି ସ୍କୁଲ ଭିତରକୁ କ୍ୟାମେରା ଯାଇପାରିବନି । ଅର୍ଥାତ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ଧରି ସ୍କୁଲ ଭିତରକୁ ପ୍ରବେଶ କରିପାରିବେନି । ଏ ନେଇ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ପ୍ରବେଶ କରିବାକୁ ପ୍ରୟାସ କରନ୍ତି ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ…

ଟ୍ୱିଟର ସହ ଡିଲ୍ ଭାଙ୍ଗିବାକୁ ଏଲନ୍ ମସ୍କଙ୍କ ଘୋଷଣା, ଟ୍ୱିଟର କହିଲା କୋର୍ଟରେ ଦେଖାହେବ

ନୂଆଦିଲ୍ଲୀ: ଟ୍ୱିଟରରେ କେତେଜଣ ଫେକ୍ ବା ନକଲି ୟୁଜର ରହିଛନ୍ତି ତାରା ଉତ୍ତର ସନ୍ତୋଷଜନକ ଭାବେ ନମିଳିବାରୁ ଟ୍ୱିଟର ସହ ଡିଲ୍ ବାତିଲ କରୁଛନ୍ତି ବୋଲି ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି। ଏହାପରେ ଟ୍ୱିଟର ମଧ୍ୟ କଡା ଜବାବ ଦେଇ ଆଗାମୀ ଦିନରେ କୋର୍ଟରେ…

‘ପେନସନ ମିଳୁନଥିବାରୁ ସିଞ୍ଜୋ ଆବେଙ୍କୁ ହତ୍ୟା’, ଅଗ୍ନିପଥ ଯୋଜନା ସହ ଯୋଡ଼ି କେନ୍ଦ୍ରକୁ ଟିଏମସିର…

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକୁ ଅଗ୍ନିପଥ ଯୋଜନା ସହ ଯୋଡି ଟିଏମସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଟିଏମସି ନିଜର ମୁଖପାତ୍ର ଖବରକାଗଜ 'ଜାଗୋ ବଙ୍ଗଳା'ରେ ଲେଖିଛି ଯେ ପେନ୍‌ସନ୍‌ ପାଇ ନ ଥିବା ଜାପାନର ଜଣେ ପୂର୍ବତନ ସୈନିକ ସିଞ୍ଜୋଙ୍କୁ…

ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମୋଦୀ, ଶାହଙ୍କୁ ଭେଟିଲେ ସିନ୍ଦେ ଏବଂ ଫଡନାଭିସ

ନୂଆଦିଲ୍ଲୀ: ଶିବସେନାର ଦଳୀୟ ଚିହ୍ନ କେହି ଛଡାଇ ନେଇପାରିବେନି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଏପରି କହିଥିଲେ। ତାଙ୍କ ସମର୍ଥନରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସମର୍ଥନ କମ୍ ଥିବାରୁ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବା…

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ…