ରାଜଧାନୀରେ ଭୁଜାଲିରେ ହାଣି ଲୁଟ, ଶୋଇଛି କମିଶନରେଟ ପୋଲିସ ?
ଭୁବନେଶ୍ୱର: ଆଇନ ବ୍ୟବସ୍ଥାକୁ ଫୁ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହୋଇ ଚାଲିଛନ୍ତି ଅପରାଧୀ । ଆଉ ଜଳକା ହୋଇ ବସିଛି କମିଶନରେଟ ପୋଲିସ । ରାତି ହେଲେ କିଟମିଟ ଅନ୍ଧାର ହେଲା ମାତ୍ରେ ଅପରାଧୀ ଚେଇଁ ଉଠୁଛନ୍ତି । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅପରାଧ।
ଗତକାଲି…