ଦେଶରେ କମୁଛି ବେକାରି, ଏହି ଦୁଇ ରାଜ୍ୟରେ ସବୁଠୁ କମ୍ ଲୋକ ବେରୋଜଗାର
ନୂଆଦିଲ୍ଲୀ: ଦେଶରେ କମୁଛି ବେକାରି । କୋଭିଡ ମହାମାରୀ ଦୁର୍ବଳ ହେବା ପରେ ଦେଶର ଅର୍ଥନୀତିର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ବେକାରି ହାର ମଧ୍ୟ ହ୍ରାସ ପାଉଛି। ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ରିପୋର୍ଟରୁ ଏହି ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ,…