Latest Odisha News

BREAKING NEWS

ପରୀକ୍ଷା ପେ ଚର୍ଚ୍ଚା: ଓଡ଼ିଶାରୁ ଯୋଗଦେବେ ୨୬ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧, ସକାଳ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ ।  ସୋମବାର  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ…

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ…

ପ୍ରତାପ ଷଡ଼ଙ୍ଗୀଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ଘର ଛାଡିବାକୁ ନୋଟିସ

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଏବେର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବଣ୍ଟିତ କରିଥିବା ଘର ଛାଡିବାକୁ ନୋଟିସ୍ ହୋଇଛି । ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସରକାରୀ କୋଠା ଆବଣ୍ଟିତ କରିଥିଲେ । ଏବେ କିନ୍ତୁ ବାଲେଶ୍ୱର ସାଂସଦ ମନ୍ତ୍ରୀ ପଦରେ ନଥିବାରୁ…

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ,ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ ହୋଇପଡିଛି : କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : କରୋନା ସମୟରେ ବଢିଛି କୃଷି ଉତ୍ପାଦନ । ଛତୁ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ରାଜ୍ୟ ହୋଇଛି । ବାଇଗଣ ଉତ୍ପାଦନରେ ଦୁଇ ନମ୍ବର ରାଜ୍ୟ ହୋଇଛି ।ସେହିପରି ଚାଉଳ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଦେଶରେ ୭ଶହ ମେଟ୍ରିକ୍ ଟନ୍ ଚାଉଳ ବାହାରକୁ ପଠାଯାଉଛି ।ଆଗକୁ…

ପଞ୍ଜାବ ସରକାରର ନିଷ୍ପତ୍ତି ଆଗରୁ ଘରେ ଘରେ ପିଡିଏସ ପହଞ୍ଚାଉଛନ୍ତି ଓଡ଼ିଶାର ସରପଞ୍ଚ

ଭୁବନେଶ୍ୱର: ବଣ ମଲ୍ଲୀ ବଣରେ ମଉଳି ଯାଏ! ଯଦି ଏହି ମଲ୍ଲୀ ସହରରେ ଫୁଟିଥାନ୍ତା ତାହେଲେ ଅନେକ ଯତ୍ନ ଏବଂ ପ୍ରଶଂସା ପାଇଥାନ୍ତା ନିଜ ଗୁଣକୁ ନେଇ । ଏବେ ସମାନ କଥା ଘଟିଛି ଓଡ଼ିଶାର ଜଣେ ସରପଞ୍ଚଙ୍କ କ୍ଷେତ୍ରରେ ଯାହାଙ୍କ ନାମ ବନମାଳି ନାଏକ । ସେ ନିର୍ବାଚନରେ ବିଜୟୀ ହେବା ପରେ ପ୍ରତିଶ୍ରୁତି…

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି…

ନିର୍ବାଚନ ଫଳାଫଳ ପରେ ଯାଦବ ପରିବାର ଏବଂ ମେଣ୍ଟରେ ବଢୁଛି ଅସନ୍ତୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳର ସର୍ବେସର୍ବା ଯାଦବ ପରିବାର ଏବଂ ମେଣ୍ଟରେ ଥିବା ସହଯୋଗୀ ଦଳ ମଧ୍ୟରେ ତିକ୍ତତା ବଢୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖିଆ ତଥା ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଏକ…

କଂଗ୍ରେସରେ ଯୋଗଦେବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ନିର୍ବାଚନ ଦାୟିତ୍ୱ ତୁଲାଇବା ଅପେକ୍ଷା ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରଶାନ୍ତ କିଶୋର…

ଇନ୍‍ଟାକ ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ ହେରିଟେଜ (ଇନ୍‍ଟାକ୍‍)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ , ଧଉଳିସ୍ଥିତ ଧଉଳି ଉଦ୍ୟାନରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଇନ୍‍ଟାକର ରାଜ୍ୟ ଆବାହକ ଅମୀୟ ଭୂଷଣ…