କଟକ ପୋଲିସ ହାବୁଡରେ ଦୁଇ ସାଇବର ଠକ, ୩ଶହ ସିମ୍କାର୍ଡ ଜବତ
କଟକ : ପୋଲିସ ହାବୁଡରେ ସାଇବର ଠକ । ସାଧାରଣ ଲୋକଙ୍କୁ ଫୋନକରି ସାଇବର ଠକେଇ କରୁଥିବା ଅଭିଯୁକ୍ତଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ବାଲେଶ୍ୱରର ସୁଶାନ୍ତ କୁମାର ବେହେରା ଓ ଶଙ୍କର ଦାସ । । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନୋଟି…