Latest Odisha News

BREAKING NEWS

ଯୁଦ୍ଧ ଭିତରେ ବାଇଡେନ ଏବଂ ଜିନ୍ ପିଙ୍ଗଙ୍କ କଥାବାର୍ତ୍ତା; ଆଲୋଚନାର ୫ ପ୍ରମୁଖ କାରଣ?

ନ୍ୟୁୟର୍କ: ଋଷ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଫୋନରେ କଥା ବାର୍ତ୍ତା ହୋଇଛନ୍ତି । ନିକଟରେ ଋଷ ଚୀନକୁ ଯୁଦ୍ଧ ପାଇଁ ସାମରିକ ଅସ୍ତ୍ର ଏବଂ ଆର୍ଥିକ ସହାୟତା ମାଗିଥିଲା। ଏହାପରେ ବାଇଡେନ୍ ଜିନ୍ ପିଙ୍ଗଙ୍କୁ ଫୋନ୍ କରି…

ଅଡୁଆରେ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ: ଆଗରେ ଆରଆରଆର ପଛରେ ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ବଚ୍ଚନ ପାଣ୍ଡେ ଫିଲ୍ମ ରିଲିଜ ହୋଇଯାଇଛି । ତେବେ ଏହି ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଅକ୍ଷୟଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦି କଶ୍ମୀର ଫାଇଲ୍ସ ଫିଲ୍ମ ଜବରଦସ୍ତ କଲେକ୍ସନ ଜାରୀ କରିଛି…

ଭାରତ କେଉଁ ଦେଶରୁ ଅଧିକ ଅଶୋଧିତ ତେଲ ଆମଦାନୀ କରେ ?

ନୂଆଦିଲ୍ଲୀ: ଭାରତ ନିଜର ତୈଳ ଆବଶ୍ୟକତାକୁ ପୂରଣ କରିବାକୁ ଯେଉଁ ପଦକ୍ଷେପ ନେଇଛି ତାକୁ ରାଜନୀତିକରଣ କରିବା ଠିକ୍ ନୁହେଁ । ଯେଉଁ ଦେଶମାନେ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କିମ୍ବା ଯେଉଁ ଦେଶ ଋଷ ପାଖରୁ ତେଲ ଆମଦାନୀ କରନ୍ତି ସେମାନେ ସେମାନେ ପ୍ରତିବନ୍ଧକ ବାଣିଜ୍ୟକୁ ସମର୍ଥନ କରିପାରିବେ…

ଚା’, ନୁଡୁଲ୍ସ ପରେ ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଚା', ନୁଡୁଲ୍ସ ଏବଂ କ୍ଷୀରର ଦାମ ବଢିଥିଲା। ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି। ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ…

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଓ୍ୱାଇ ଶ୍ରେଣୀର ସୁରକ୍ଷା ଦେଲା କେନ୍ଦ୍ର

ନୂଆଦିଲ୍ଲୀ: 'ଦ କଶ୍ମୀର ଫାଇଲ୍ସ' ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜନୀତି ଜୋର ଧରିଛି। ଏହି ଫିଲ୍ମରେ କଶ୍ମୀର ପଣ୍ଡିତଙ୍କୁ କିଭଳି ବିତାଡିତ କରାଯାଇଥିଲା ଏବଂ ସେମାନଙ୍କର ଯନ୍ତ୍ରଣାକୁ ଦର୍ଶାଯାଇଛି। 100 କୋଟି ବକ୍ସ ଅଫିସ କଲେକ୍ସନ ଅପେକ୍ଷାରେ ଥିବା ଏହି ଫିଲ୍ମର…

୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ପ୍ରାଇଭେଟ ଲିମିଟେଡର ଏମଡି ଗିରଫ

ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହେଲେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ । ୧୦୯ କୋଟିରୁ ଉଦ୍ୱର୍ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୀପକ କିଣ୍ଡୋ ହେଉଛନ୍ତି ପୂର୍ବତନ ଆଇଏସ୍ ଅଧିକାରୀ ସ୍ୱର୍ଗତ ଲିଭନଓ କିଣ୍ଡୋଙ୍କ ପୁଅ । କ୍ରାଇମବ୍ରାଞ୍ଚର…

ସାହିତ୍ୟର ସମସ୍ତ ବିଭାଗକୁ ସମୃଦ୍ଧ କରି ଉଦାହରଣ ସୃଷ୍ଟି କରିଛନ୍ତି କବି ପ୍ରସନ୍ନ ମିଶ୍ର

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନରେ, ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ମୁଖ୍ୟ…

ଦିନକ ପରେ ରଙ୍ଗର ପର୍ବ ହୋଲି , ଚାରିଆଡେ ଉତ୍ସବର ମାହୋଲ

ଭୁବନେଶ୍ୱର : ଦିନକ ପରେ ହୋଲି ।ଏନେଇ ଉତ୍ସବ ମୁଖର ରାଜଧାନୀ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା ପକାଇଦେଇଥିଲା । ହେଲେ ଚଳିତ ଥର ସଂକ୍ରମଣ ହ୍ରାସ ପାଇଛିା ତେଣୁ ଭଲକରି ହୋଲିଖେଳ…

ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ…