କୁଳାଙ୍ଗାର ଉବାଚ : ଚୋର ଚର୍ଚ୍ଚା
ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତି
ଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି;
ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତି
ସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି !
ଚୋରଟି ଅଟଇ କୁଶଳୀ ଓ ପାରିବାର
ଶୋଇଲା ବେଳେ ସେ କରୁଥାଏ ରୋଜଗାର;
ଫିଟ୍ ରହେ ସେ ସଜେଇ ପିଠିକୁ ତାର…