Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…

କୁଳାଙ୍ଗାର ଉବାଚ : ଦୁର୍ଗାସ୍ତୁତି ୨୦୨୧

ଆସ ମାଆ ଏ ଧରାକୁ ଭଗବତୀ କାଳାଭ୍ୟାବାଂ ଆସ ପୁଣିଥରେ ; ଛୋଟମନେ ଗଢିଅଛୁ ପ୍ରକଟିତ ହୁଅ ମାହେଶ୍ବରୀ ଛୋଟ ପ୍ରତିମାରେ! ଆସ ମାଆ ଲହ ଲହ ଜିହ୍ବା ଧରି ଖଣ୍ଡା ଖର୍ପର ଧାରଣୀ ସଂହାରିଣୀ ବେଶ ; ବହୁକାଳ ଘାଣ୍ଟିଲାଣି କୋଭିଡ ୧୯ ତାକୁ ନିଶ୍ଚେ କରିଦେବ ଧ୍ବଂସ! ଆସ ମାଆ ସର୍ବଶକ୍ତି…

କୁଳାଙ୍ଗାର ଉବାଚ : ଚାହାପିଆ କବି

ଗରମା ଗରମ ଚାହା ପିଇବା ପାଇଁ କବି ପହଁଚିଲେ ବନ୍ଧୁଙ୍କ ଘରେ ଯାଇ! ବନ୍ଧୁପତ୍ନୀ କହିଲେ ନାହାନ୍ତି ଘରେ କବି କହିଲେ ରୁହ ମୁଁ ଫୋନ୍ କରେ! ବନ୍ଧୁପତ୍ନୀ କହିଲେ ଉଠାନ୍ତିନି ବୋଲି ଆଜି ଫୋନଟା ଉଠେଇ ରଖିଦେଲି! କବି ଚାଲିଲେ ଚାହା ଦୋକାନକୁ ଦେଖିଲେ ସେଠି ଚାହା ପିଉଛି ଫେକୁ!…

କୁଳାଙ୍ଗାର ଉବାଚ : ଇଶ୍ବର ଏକ ରାସ୍ତା କଡ଼କୁ ଦେଖ

ଏହା ଅତ୍ୟନ୍ତ ଗର୍ବର କଥା କି ଆମ ରାଷ୍ଟ୍ରରେ ଧର୍ମଗତ ଭେଦଭାବ ନାଇଁ; ସବୁ ଧର୍ମର ଲୋକ ତେଣୁ ସତତ ଚେଷ୍ଟିତ ରାଷ୍ଟ୍ର ସମ୍ପତ୍ତିକୁ ନିଜର କରିବା ପାଇଁ! ସବୁ ଧର୍ମକୁ ସବୁ ଇଶ୍ବରାନୁଗାମୀଙ୍କୁ ସମାନ ଦେଖିବା ରାଷ୍ଟ୍ରବାଦ ; ସମସ୍ତଙ୍କ ପାଇଁ ତୈଳଦର ଏକ୍ ଏକା ଲାଞ୍ଚ ଦେଇ ସଭିଏଁ…

କୁଳାଙ୍ଗାର ଉବାଚ : ଅନଲାଇନ୍ ଡେଲିଭରି

ଅନଲାଇନରେ କରୁଛନ୍ତି ଲୋକେ ଖିଆ ପିଆ ଏବଂ ଶୁଆ ; ଅନଲାଇନିରେ ଗାଳିମନ୍ଦ କରି ଲଗାଇ ଦିଅନ୍ତି ନିଆଁ ! ଆଖିକାନ କର ଠିଆ, ଅନଲାଇନର ସୁବ୍ୟବସ୍ଥାର ମୁଁ କଥାଟେ କହିବି ନୂଆ! ବଡ ହୋଇଲାଣି ଯେଣୁ ବୟସରେ ଆମ ବଳବାବୁ ଝିଅ; ସମସ୍ତେ କହିଲେ ଝିଅକୁ ଗୋଟିଏ ସ୍ମାର୍ଟଫୋନ୍ ଦେଇଦିଅ!…

କୁଳାଙ୍ଗାର ଉବାଚ : ବିଜୁଳି ଦର ବଢିବା ଦରକାର

ଏବେ ବିଜୁଳିର ଦର ଯେମିତି ବୟସ ଭଳିଆ ବଢୁଛି ମଣିଷ ଏସି ଛାଡ ଏଲ୍ଇଡି ସୁଇଚ୍ ଅନ୍ କରିବାକୁ ଡରୁଛି ! କେଜାଣି କାହାକୁ ହାତ କରିଛି ସେ ଚଞ୍ଚଳା ବିଜୁଳି ବିଚରା ଉପଭୋକ୍ତାଙ୍କର ଦେଉଛି ପକେଟ ଉଝାଳି! ଯେତେବେଳେ ବି ବିଜୁଳିର ୟୁନିଟ୍ ପିଛା ଦର ବଢିଥାଏ ରାଜ୍ୟସାରା ପ୍ରତିବାଦ ଓ ବିକ୍ଷୋଭ…

କୁଳାଙ୍ଗାର ଉବାଚ : ଗୁରୁ ତୁମେ ଗୁରୁ

ବନ୍ଧୁଗଣ ! ଜୀବନରେ ମୁଁ ଅନେକଙ୍କୁ ବ୍ୟଙ୍ଗ କରିଛି, ଅନେକ ଅବାଗ ଓ ଅବ୍ୟବସ୍ଥାକୁ ସୁଧାରି ପାରିଛି! ଏପରିକି ଗୁରୁଙ୍କୁ ବି କଲମ କମାଣର ମୂନରେ ରଖିଛି, କହିବାକି ଦ୍ବିଧା ନାହିଁ ଏହି ନିର୍ଭିକତା ବି ମୁଁ ଗୁରୁଙ୍କଠୁ ଶିଖିଛି! ଯାହାଙ୍କ ପାଇଁ ଆଜି ମୁଁ କବି କୁଳାଙ୍ଗାର ସୁଲକ୍ଷଣା,…

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି  କାଲି କଣ ହେବ କହି ହେଉନି ତ ଆଜି; ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି! ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ, ତମେ କ୍ଲବ ବାର୍ ମୁ୍ଁ ମାତାଲ । ତମେ ଥଣ୍ଡାପାଣି ମୁଁ ବୋତଲ, ତମେ ଡେଲିଯାତ୍ରୀ ମୁଁ ସଟଲ ॥…

କୁଳାଙ୍ଗାର ଉବାଚ : ଜନତାଙ୍କ ଟିପ, ନେତାଙ୍କ ତୋପ

ନେତା ମହୋଦୟ ଯେବେ ପହଁଞ୍ଚିଲେ ଜନତାଙ୍କ ମଫସଲ ଘର; ଜନତା ବିଚରା ନେତାଙ୍କ ପଛରେ ଗହଳିକୁ ଦେଖି ହେଲେ ଥରହର! ଜନତା ହାତଯୋଡି କହିଲେ ହଜୁର୍ ଆମେ ଏମିତି କଣ ଦୋଷକଲୁ; ଯେ ଗାଆଁ ଆଜି ଚଣ୍ଡି ଚାମୁଣ୍ଡାଙ୍କ ସହିତ ଆପଣଙ୍କୁ ସ୍ବଦେହରେ ଦର୍ଶନ କଲୁ? ନେତା ମୁଚୁକୁନ୍ଦିଆ ହସ ହସି…

କୁଳାଙ୍ଗାର ଉବାଚ : ପାଞ୍ଚଟା ପଞ୍ଚ୍

(୧) ଅନ୍-ଲାଇନ ଷ୍ଟୋରର ମାଲିକମାନେ ଗୋଟେ ଗୋଟେ ଇଶ୍ବର ନଚେତ୍ ସାକ୍ଷାତ ଚୋର; ଏହି ଜିଜ୍ଞାସାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ନିହାତି ଦର୍କାର! ଯଦି ସେମାନେ ଏସବୁ ନୁହନ୍ତି, ଏତେ ଶସ୍ତାରେ ଜିନିଷ ସବୁ କୋଉଠୁ ଆଣି ଦିଅନ୍ତି? (୨) ନାନା ଦୁର୍ଘଟଣାରେ ଦଳଦଳ ଲୋକ…