Latest Odisha News

BREAKING NEWS

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ…

ଦିନେ ଦୁଇଦିନରେ ପିସିସିର ନୂଆ କମିଟି !

ଭୁବନେଶ୍ୱର: ଘୋଷଣା ହେବ ଶରତଙ୍କ ନୂଆ ଟିମ। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ କମିଟି ଘୋଷଣା ହୋଇପାରେ। ପିସିସି ସଭାପତି ଦିଲ୍ଲୀ ଗସ୍ତ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦାଇତ୍ୱ ନେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ପିସିସି କମିଟି ଗଠନ ହୋଇ ନ…

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ…

“ଓଡିଶା ବିଜେପି” ବଢିବ ନା ଛିଡିବ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି। ୨୦୧୯ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେଇ ମୁଖ୍ୟ ବିରୋଧୀ ଆସନ ପାଇଥିବା ବିଜେପି ଆଗାମୀ ନିର୍ବାଚନରେ ଶାସନ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି। ଏଥିପାଇଁ ଦଳ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବା…

ବିଜେଡି ପାଇଁ ବିଜେଡି ବିପଦ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ତତ୍ପର ବିଜେଡି। ଦକ୍ଷିଣ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓଡିଶା ସବୁଆଡେ ମୁଖ୍ୟମନ୍ତ୍ରୀ ଘନ ଘନ ଗସ୍ତ କରି ଲୋକଙ୍କୁ ବହୁ ଯୋଜନା ଉପହାର ଦେଉଛନ୍ତି। ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ସପକ୍ଷରେ ବାତାବରଣ ତିଆରି ହେଉଛି। କିନ୍ତୁ ବିଜେଡିରେ ସବୁ ଠିକ…

ନିଜକୁ ରେସରୁ ଦୁରେଇ ନେଉଛି କଂଗ୍ରେସ !

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସକୁ ନେଇ କେତେ ସିରିୟସ ? ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେଉ ବୋଲି ପ୍ରକୃତରେ କଣ କେନ୍ଦ୍ରୀୟ ନେତୃତ୍ୱ ଚାହାନ୍ତି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟ କଂଗ୍ରେସର ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦିକୁ…

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର…

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…

କେତେ ସତ କହୁଛନ୍ତି ଜୟ ନାରାୟଣ ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ଜୟ ନାରାୟଣ ସତ କହୁଛନ୍ତି କି ? ଯଦି ସତ କହୁଛନ୍ତି ତା ହେଲେ ସେ ସବୁର ଆଧାର କଣ ? କେଉଁ ଭିତ୍ତିରେ ସେ ଏ ସବୁ ଅଭିଯୋଗ ଆଣୁଛନ୍ତି। ତାଙ୍କ ପାଖରେ କଣ ଏ ସବୁକୁ ନେଇ କିଛି ପ୍ରମାଣ ଅଛି କି? ନା ତାଙ୍କର ଅଭିଯୋଗ ସବୁ କେବଳ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ।…

ଏଥର କମ୍ପିବ ବିଧାନସଭା

ଭୁବନେଶ୍ୱର: ରାତି ପାହିଲେ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳଗୁଡିକର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଭିଡିଓ କନ୍ଫରେନ୍ସିଂ…