Latest Odisha News

BREAKING NEWS

ଭୁବନେଶ୍ୱରରୁ ଲଢ଼ିବେ ତିନି ପ୍ରଶାସକ !

ଭୁବନେଶ୍ୱର: ଭୁବନେଶ୍ୱରରେ ମୁହାଁମୁହିଁ ହେବେ କି ତିନି ପ୍ରଶାସକ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରଶାସକ ଅପରାଜିତା, ଅରୂପ ଓ ବିଜୟଙ୍କୁ ଦେଖିବାକୁ ମିଳିବ କି ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି ବିଜେପି କଂଗ୍ରେସରେ ଏବେ ପୂର୍ବତନ ପ୍ରଶାସକ…

‘ନେତା ନୁହେଁ ନବୀନଙ୍କୁ ଭୋଟ୍ ଦେଉଛନ୍ତି ଜନତା’

ଭୁବନେଶ୍ୱର: ବିଜେଡି କହିଲେ ନବୀନ । ନବୀନ କହିଲେ ବିଜେଡି। ଖୋଦ ବିଜେଡିର ନେତା ମାନେ ଏ କଥା ଖୋଲାଖୋଲା କହୁଛନ୍ତି । ଅବଶ୍ୟ ଏ କଥା କିଛି ନୂଆ ନୂହେଁ । ପୂର୍ବରୁ ମଧ୍ୟ ବହୁ ଦଳୀୟ ନେତା ଏ ସଂପର୍କରେ ବିଭିନ୍ନ ସମୟରେ ମତ ରଖିଛନ୍ତି । ନିର୍ବାଚନ ଆସନ୍ନ ଥିବାରୁ ବର୍ତ୍ତମାନ କିଏ କେଉଁ ଆସନରୁ…

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା…

ଫାଇଦା ଦେବ କି ଆଇନଶୃଙ୍ଖଳା ପ୍ରସଙ୍ଗ ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଆକ୍ରମନାତ୍ମକ ହୋଇଛି ବିଜେପି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ୧୪୭ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି…

ଚାଉଳ ରାଜନୀତିର ହେବ କି ଅନ୍ତ ?

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ଚାଉଳ ଏକ ବିଶେଷ ରାଜନୈତିକ ପ୍ରସଙ୍ଗ ହୋଇ ରହି ଆସିଛି। ଲୋକଙ୍କୁ ଦୁଇ ଟଙ୍କିଆ ଚାଉଳ ଦେବା କିମ୍ବା ଚାଉଳ ଦେବାର ଶ୍ରେୟ ନେବା ପ୍ରସଙ୍ଗ ହେଉ ଏହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଲଢେଇ ସବୁବେଳେ ହୁଏ। ଏପରିକି ନିର୍ବାଚନ ଆସିଲେ ଚାଉଳକୁ ନେଇ…

ନାରାରେ ନାରୀ, ଆନ୍ତରିକତା ଅଛି ତ ?

ଭୁବନେଶ୍ୱର: ରାଜନୈତିକ ରୂପ ନେଉଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପୋଲିସ ଉପରେ ଆକ୍ରମଣ ପ୍ରସଙ୍ଗ। ଶାସକ ବିଜେଡି ଏ ପ୍ରସଙ୍ଗ ନେଇ ବିଜେପିକୁ ଟାର୍ଗେଟ କରିବା ସହ ରାଜରାସ୍ତାକୁ ଓଲ୍ହାଇଛି। ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ନେତାଙ୍କ ଅସଲ ରୂପ ପଦାରେ…

ଉପାସନାଙ୍କ ‘ବିଜୟ’ ଗଣିତ, କେତେ ହେବ ସଫଳ ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ରୂପରେଖ କଣ ହେବ। ଯେଉଁମାନେ ପ୍ରମୁଖ ଦଳର ଆଗ ଧାଡ଼ିର ନେତା ସେମାନେ କଣ ସେହି ଦଳରେ ରହି ନିର୍ବାଚନ ଲଢ଼ିବେ ? ନା ଚିତ୍ର କିଛି ଅଲଗା ହେବ। ଏଭଳି କିଛି କଳ୍ପନା କଳ୍ପନା ଏବେ ମୁଣ୍ଡ ଟେକିଛି। ରାଜ୍ୟରେ ବିଆରଏସର ଏଣ୍ଟ୍ରି ଓ ଏଥିରେ ବିଜୟ ମହାପାତ୍ରଙ୍କ…

ଶକ୍ତି ସାଉଣ୍ଟୁଛି କଂଗ୍ରେସ, ବିଜୟଙ୍କ ପରେ ହାତ ଧରିଲେ ସିକ୍ତା

ଭୁବନେଶ୍ୱର: କଂଗ୍ରେସ ପାଇଁ ସୃଷ୍ଟି ହେଉଛି ସମ୍ଭାବନା । ବିଜୟ ପଟ୍ଟନାୟକଙ୍କ ପରେ ଏବେ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡକ୍ଟର ସିକ୍ତା ପତିଙ୍କ ଯୋଗଦାନ। ରାଜନୈତିକ ଚର୍ଚ୍ଚା ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ୱ ରଖୁଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ଓଡ଼ିଶାରେ…

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ…