କବିତା : ସେ ମା’
ପ୍ରସେନଜିତ ସେଠୀ
ନିଜ ରକ୍ତ ମାଂସ ଦେଇ
ଅସହ୍ୟ ଯନ୍ତ୍ରଣା ସହି
ନଅ ମାସ ଗର୍ଭେ ବୋହି
ନବଜାତ ଜନ୍ମ ଦିଏ,
ସେ ମାଆ।
ଶିଶୁ ପାଳେ ଦୁଗ୍ଧ ଦେଇ,
ପିଲା ସାଥେ ପିଲା ହୋଇ,
ମନ ଭୁଲା ଗପ କହି,
ମଳ ମୂତ୍ର ବାନ୍ତି ଧୋଇ,
ଛୋଟରୁ ବଡ଼ କରିଥାଏ,
ସେଇ ମାଆ।
ଯଥାସାଧ୍ୟ ଜ୍ଞାନ ଦେଇ…