Latest Odisha News

BREAKING NEWS

ବଙ୍ଗଳାରେ ପରାଜୟର ଅର୍ଥ ହେଉଛି ଭାରତରେ ପରାଜୟ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଆକ୍ରମଣ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗ ୨୦୨୧ ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୁଏ, ତେବେ ଏହା ଭାରତର ଅବଶିଷ୍ଟାଂଶରୁ ମଧ୍ୟ ଲୋପ ପାଇବ। ବଙ୍ଗଳାର ହୁଗୁଲିରେ ଏକ ରାଲିକୁ…

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ପ୍ରେମଠୁ ବିରହ ନିଜର ଲାଗେ; ଅନ୍ତର୍ଯ୍ୟାମୀ ମିଶ୍ର

ସିଏ ମତେ ବାସିରେ ପଚାରେନି ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ... ତା କଥା ବେଶୀ ବେଶୀ ଭାବିଲେ ମୋତେ ଉଦାସ୍ ଉଦାସ୍ ଲାଗେ ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ ... ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ ତା ମୁହଁ ଝାପ୍ସା ଝାପ୍ସା…

ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ : ତେଲକୋଇରେ ଥମୁନି ହାତୀ ଉପଦ୍ରବ

ତେଲକୋଇ: ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ହାତୀ ପଲ ଅଞ୍ଚଳରେ କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ଆଉ…

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ…

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ…

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…

ବାଇକ ଯୋଗେ ଗଞ୍ଜେଇ ଚାଲାଣ; ୨ ଅଭିଯୁକ୍ତ ଗିରାଫ

ଲମତାପୁଟ : ଗଞ୍ଜେଇ ଚାଲାଣ ପାଇଁ ୧୦୦କିମି କି ୫୦୦ କିମି ନୁହେଁ ବରଂ ୨ହଜାର କିମି ଆସିଥିଲେ ମାଫିଆ । ସିଏବି କୌଣସି ବୋଲରୋ, କାର୍‌ କିମ୍ବା ଟ୍ରକରେ ନୁହେଁ ବରଂ ଏକ ମଟର ସାଇକେଲରେ। ସୂଚନାନୁସାରେ, କୋରାପୁଟ ଜିଲ୍ଲା ଆନ୍ଧ୍ରସୀମାନ୍ତ ବର୍ତ୍ତି ପାଡୁଆ ଅଞ୍ଚଳରୁ ମଧ୍ୟପ୍ରଦେଶ ଚୋରା ଚାଲାଣ…

୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ…

ତାଣ୍ଡବ ୱେବ ସିରିଜ ବିବାଦ: ରବି କିଶନ କହିଲେ ଆମ ଭଗବାନଙ୍କୁ ଛାଡି ଦିଅ

ମୁମ୍ବାଇ: ତାଣ୍ଡବ ୱେବ ସିରିଜ ବିବାଦ ନେଇ ରବିବାର ମୁହଁ ଖୋଲିଛନ୍ତି ଅଭିନେତା ଓ ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଭଗବାନଙ୍କ ଲାଗି ଆମ ଭଗବାନଙ୍କୁ ଛାଡି ଦିଅ । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ନିଜ ବ୍ୟବସାୟରେ କୋଟି କୋଟି ଟଙ୍କ କମାଇବା ପାଇଁ ଆମ ଭଗବାନଙ୍କ ସମ୍ମାନ ତଳେ ପକାଅ…

ମମତାଙ୍କ ଚିନ୍ତା ବଢ଼ିଲା: ନୂତନ ପାର୍ଟି ଗଠନ କଲେ ଅବାସ ସିଦ୍ଦିକ୍‌

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ପୁଣି ଚିନ୍ତାରେ ପକାଇଛନ୍ତି ଅବାସ ସିଦ୍ଦିକ୍ । ଫୁରଫୁରା ଶରିଫ ଦରଘାର ପୀର ଅବାସ ନୂତନ ଦଳର ଘୋଷଣା କରିଛନ୍ତି । ଯାହା କି ମୁସଲମାନ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇବ ଏବଂ ପରୋକ୍ଷରେ ମମତାଙ୍କ କ୍ଷତି ହେବ ବୋଲି ଅନୁମାନ…