ସାମାଜିକ ଭୂତ
କଥାଟିଏ କହୁଁ 1
ସାମାଜିକ ଭୂତ
ପରଂବ୍ରହ୍ମ ତ୍ରିପାଠୀ
ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ…