ଭାରତର ‘ୱାଟର ଷ୍ଟ୍ରାଇକ’ରେ ପାକିସ୍ତାନରେ ହାହାକାର
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ବାତିଲ ନେଇ ଘୋଷଣା କରିଥିବା ବେଳେ ବିଶେଷଜ୍ଞମାନେ ଏହାକୁ ଭାରତର 'ୱାଟର ଷ୍ଟ୍ରାଇକ' ବୋଲି କହୁଛନ୍ତି।
ଏହାରି ସମୟରେ…