Latest Odisha News

BREAKING NEWS

କାର୍ଯ୍ୟରତ ସମୟରେ ପୋଲିସଙ୍କୁ ମୋବାଇଲ ମନା, ନିୟମ ନମାଲିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସେବା ପ୍ରଦାନ କରିବା ସମୟରେ କର୍ତ୍ତବ୍ୟରେ ଅବହେଳା ରୋକିବା ପାଇଁ ଏବଂ ଗୁପ୍ତତା ବଜାୟ ରଖିବା ପାଇଁ ଭୁବନେଶ୍ୱର-କଟକ ପୋଲିସ କମିସନରେଟ୍…

ଲଘୁଚାପ ବର୍ଷା: ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଏହାର…

୨୮ ରୁ ପୁଣି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡକରା

ନୂଆଦିଲ୍ଲୀ: ପୁଣି ହେବ ବ୍ୟାଙ୍କ ଧର୍ମଘଟ। ହଇରାଣ ହେବେ ଗ୍ରାହକ। ୨୮ ତାରିଖରୁ ୫ ଦିନ ଯାଏ Bank Strike ହେବ। ବ୍ୟାଙ୍କିଂ ସପ୍ତାହ, ପେନସନ୍ ଅପଡେଟେସନ୍, ଖାଲି ପଦବୀ ପୂରଣ ଏବଂ PLI ପେମେଣ୍ଟ ଭଳି ଦାବି ପାଇଁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ସେପ୍ଟେମ୍ବର ୨୮ ତାରିଖରୁ…

Asian Games 2026:ପ୍ରଥମ ଦିନରେ ସୁଟିଂରେ ଡବଲ୍ ସିଲଭର;ଫାଇନାଲରେ ମହିଳା କ୍ରିକେଟ୍ ଦଳ, ହକିରେ ଉଭୟ ବର୍ଗରେ ଚମତ୍କାର…

ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦ତମ ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଛି ଭାରତ। ପ୍ରଥମ ଦିନରେ ଭାରତ ୨ଟି ପଦକ ଜିତିସାରିଛି । ସୁଟିଂରେ ଭାରତୀୟ ମହିଳା ଟିମ୍ ୧୦ ମିଟର ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ…

Mahanadi Water Dispute:ଓଡ଼ିଶାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ,କହିଲେ-ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବ;ଏପଟେ…

ଭୁବନେଶ୍ବର: ୨ ଦିନଆ ଓଡ଼ିଶା ଗସ୍ତରେ ଆସି ଏହି ବଡ଼ ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଖୁବ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁଦେବ ସାଏ । ମହାନଦୀକୁ ନେଇ କୌଣସି…

ଇନ୍‌କୋଇସ୍‌ ପକ୍ଷରୁ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର ୫.୦’: ଓଡ଼ିଶା ଉପକୂଳରେ ସମୁଦ୍ର ସଫେଇ ଓ ସଚେତନତା…

ବ୍ରହ୍ମପୁର: ଦେଶବ୍ୟାପୀ 'ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର ୫.୦' (SSSS 5.0) ଅଭିଯାନ ଅଂଶସ୍ୱରୂପ ଓଡ଼ିଶା ଉପକୂଳରେ ଏକ ଦୁଇ ଦିନିଆ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୮ ଓ ୧୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର…

stone crusher: ୪ ପଥର କ୍ରସର ୟୁନିଟକୁ NGT ଝଟକା;ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ…

ଢେଙ୍କାନାଳ: ବେଆଇନ ଖଣି ଖନନ ନେଇ ଅଭିଯୋଗ ପରେ ଢେଙ୍କାନାଳରେ ୪ ପଥର କ୍ରସର ୟୁନିଟକୁ ଏନଜିଟିର ଛାଟ। ଗ୍ରାମ୍ୟ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ତୁରନ୍ତ କ୍ରସରଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ଗଁଦିଆ ତହସିଲ ଅନ୍ତର୍ଗତ ନିଶିନ୍ତା ପାହାଡ଼ ଓ ଏହାର ନିକଟସ୍ଥ ସଂରକ୍ଷିତ ଜଙ୍ଗଲ…

Vigilance trap:ଲାଞ୍ଚ ନେଇ ଧରାପଡ଼ିଲେ ICDS ସୁପରଭାଇଜର ଓ JRA

ହିଞ୍ଜିଳିକାଟୁ:୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରା ପଡିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସିଡ଼ିପିଓ ଅଧୀନ ICDSର ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ନରସିଂହ ବେହେରା ଓ ସୁପରଭାଇଜର ବି. ଉମା ପାତ୍ର। ଅଙ୍ଗନବାଡ଼ି କେନ୍ଦ୍ରର ଘରଭଡ଼ା ଟଙ୍କା ମୁକ୍ତ କରିବା ବଦଳରେ ନେଉଥିଲେ ଲାଞ୍ଚ ।…

Sambalpur police encounter:ନିଶା ମାଫିଆକୁ ଏନକାଉଣ୍ଟର; ଦେଶୀ ବନ୍ଧୁକ ସହ ବିପୁଳ କଫ ସିରପ୍ ଜବତ

ସମ୍ବଲପୁର:ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । ଗତ ରାତିରେ ରେଙ୍ଗାଲି ଥାନା ଅଞ୍ଚଳରେ ଚୋରା କଫ୍ ସିରପ ଚାଲାଣ ବେଳେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ଜଣେ ନିଶା ମାଫିଆ ଆହତ ହୋଇଥିବାବେଳେ ପୋଲିସ ବିପୁଳ…

Ajit Doval Career: ‘ଶେଷ ହୋଇଗଲା କ୍ୟାରିୟର୍…’, ଅଜିତ ଡୋଭାଲଙ୍କ ବଡ ଖୁଲାସା! ଯେତେବେଳେ ଭାରତୀୟ ଏଜେଣ୍ଟକୁ ଧରି…

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା (NSA) ଅଜିତ ଡୋଭାଲ ତାଙ୍କ ଗୁଇନ୍ଦା ଜୀବନର ଏକ ଅତ୍ୟନ୍ତ ଚାପପୂର୍ଣ୍ଣ ଘଟଣା ବିଷୟ ମନେପକାଇଛନ୍ତି । IIT ରୁର୍କିର ସମାବର୍ତ୍ତନ ସମାରୋହରେ ଯୋଗଦେଇ ସେ କହିଛନ୍ତି, ଯୁବାବସ୍ଥାରେ ସିକ୍କିମ୍‌ରେ ଦାୟିତ୍ୱରେ ଥିବା ସମୟରେ ଏକ ଗୁପ୍ତ ମିଶନ୍…