Latest Odisha News

BREAKING NEWS

କେଜ୍ରିଓ୍ବାଲ ଜେଲ୍ ଫେରିବା ପୂର୍ବରୁ ଇଣ୍ଡିଆ ମେଣ୍ଟ ଡାକିଲା ବୈଠକ

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ଦିନ ଏକାଠି ହୋଇ ବୈଠକ କରିବେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏହି ବୈଠକ ବସିବାକୁ ଯାଉଛି।…

ତୃତୀୟ ଥର ପାଇଁ କୋଲକାତା ଜିତିଲା ଆଇପିଏଲ

ଚେନ୍ନାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ରେ କେକେଆର ଟାଇଟଲ ହାସଲ କରିଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୪ ରନର…

ଜଗତସିଂହପୁର ଯୁଦ୍ଧ ଜିତିବ କିଏ ?

ଭୁବନେଶ୍ୱର: ଜଗତସିଂହପୁର ବିଜେଡିର ଗଡ ରହିଛି । ୧୯୯୯ରୁ ବିଜେଡି ଏଠାରେ ଜିତି ଆସୁଛିା ଥରେ ସିପିଆଇରୁ ବିଭୂପ୍ରସାଦ ତରାଇ ଜିତିଛନ୍ତି, ତେବେ ତା ବି ବିଜେଡିର ସମର୍ଥନରେ । ତେବେ ଏଥର ବିଜେଡିର ସବୁଠୁ ବଡ ବଳ ବିଧାନସଭା ଗଣିତ ଏପଟ ସେପଟ ହୋଇଯାଇଛି । କେଉଁଠି ପ୍ରାର୍ଥୀ ନହୋଇ ଆଶାୟୀ…

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ…

ବେଆଇନ କଫ୍ ସିରପ୍ ଚାଲାଣ ବେଳେ ୧୨୦୦ ବୋତଲ ଜବତ, ୩ ଗିରଫ

ବଲାଙ୍ଗିର: ବେଆଇନ ଭାବେ କଫ ସିରପ୍ ଚାଲାଣ ବେଳେ ପ୍ରାୟ ୧୨୦୦ ବୋତଲ ଜବତ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ କଫ୍ ସିରପ୍ ବେଆଇନ ଭାବେ ଚାଲାଣ…

ବିଜେଡି ଗାଡିରେ ୮୪କେଜି ଗଞ୍ଜେଇ ଆସିଲା କୁଆଡୁ: ବିଜେପି

ଭୁବନେଶ୍ୱର: ନୀର୍ବାଚନ ସମୟରେ ବିଜେଡି ଲୋଗୋ ଥିବା ଗାଡିରୁ ଗଞ୍ଜେଇ ବାହାରିବା ଦଳ ପାଇଁ ଭାରି ପଡ଼ିପାରେ। ଏହି ଘଟଣାକୁ ଟାର୍ଗେଟ୍ କରି ବିଜେଡିକୁ ସିଧା ନିଶାନା ମାରିଛି ବିଜେପି। ବ୍ରହ୍ମପୁରରେ ବିଜେଡିର ଦଳୀୟ ଗାଡିରୁ ୮୪କେଜି ଗଞ୍ଜେଇ ଜବତ ହୋଇଛି । ସେହି ଗାଡିରେ ଆଗ ଓ ପଛରେ ବିଜେଡିର…

ଏସିଆନ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ଜିମ୍ନାଷ୍ଟ ଦୀପା କର୍ମାକାର

ତାସକେଂଟ: ଏସିଆନ ସିନିୟର ଚାମ୍ପିୟନଶିପରେ ଭାରତର ଜିମ୍ନାଷ୍ଟ ଦୀପା କର୍ମାକାର ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୀପା ମହିଳା ଭଲ୍ଟ ଇଭେଂଟରେ ୧୩.୫୬୬ ପଂଏଟ ସଂଗ୍ରହ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏସିଆନ ଚାମ୍ପିୟନଶିପରେ ଦୀପାଙ୍କ…

ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ପୁଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ସମୟରେ ନିରାପତ୍ତା ଓ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସହର ଭିତରେ ଥିବା ବିଭିନ୍ନ ସ୍ଥାନରେ ଯାନବାହନ…

ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି। ସ୍ୱାତୀ ମାଲିୱାଲ ରବିବାର ଅଭିଯୋଗ କରିଛନ୍ତି ଯେ ଆପ୍ ନେତା ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ତାଙ୍କୁ…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ଫାଇନାଲରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି । ବିଶ୍ୱର ୭ ନମ୍ବର ଖେଳାଳି ଚୀନର ୱାଙ୍ଗ ଝି ୟି ୨୧-୧୬, ୫-୨୧ ଓ ୧୬-୨୧ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ୨୦୨୨ରେ…