Latest Odisha News

BREAKING NEWS

ଖାଲି ପେଟରେ କରନ୍ତୁ ନାହିଁ ବ୍ୟାୟାମ

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଶରୀରର ଓଜନ କମ କରିବା ପାଇଁ ମଧ୍ୟ କିଛି ଲୋକ ନିୟମିତ ଭାବରେ ବ୍ୟାୟାମ କରିଥାନ୍ତି, ବିଶେଷ କରି ସକାଳେ । କିନ୍ତୁ ଖାଲି ପେଟରେ ଯଦି ଆମେ ବ୍ୟାୟାମ କରିବା ତେବେ ତାହା ଓଜନ ହ୍ରାସ କରିବା ପରିବର୍ତ୍ତେ ଏହା ଆପଣ…

ଅପରାହ୍ଣ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ; ପଶ୍ଚିମବଙ୍ଗ ସବୁଠୁ ଆଗରେ

ନୂଆଦିଲ୍ଲୀ: ଆଜି ଦେଶରେ ଚାଲିଛି ୬ଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା । ୬ ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ନିର୍ବାଚନମଣ୍ଡଳୀରେ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଓଡ଼ିଶା ଏବଂ ୫ ଟି ରାଜ୍ୟ ଓ ୨ଟି…

ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ

ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା   ୭.୪୩ ପ୍ରତିଶତ ମତଦାନ ହୋଇଥିଲା । ଦିନ ୩ ଟା…

ଭଏସ୍ ଚେଞ୍ଜ ଆପ ଦ୍ବାରା ଚାଞ୍ଚଲ୍ୟ ଖେଳାଇଲା ଯୁବକ, ୭ ଜଣଙ୍କୁ ଦୁଷ୍କର୍ମ

ସିଦ୍ଧି: ଭଏସ ଚେଞ୍ଜ କରି ସ୍କର୍ଲାରସିପ ଦବ କହି ୭ ଜଣଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ । ମହିଳା ଶିକ୍ଷକଙ୍କ ପରିଚୟ ଦେଇ ବର୍ବର କାଣ୍ଡ ଘଟାଇଲା । ଏଭଳି ନିନ୍ଦନୀୟ ଖବର ଆସିଛି ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରୁ । ଯୁବକ ଜଣଙ୍କ ମହିଳାଙ୍କ ସ୍ବର ବଦଲାଇ ସ୍କଲାରଶିପ୍‌‌ ନାଁରେ ୭ ଜଣ ଆଦିବାସୀ…

ପାଦ ରଖୁରଖୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସ୍ମୃତି, କହିଲେ ‘୨୫ ବର୍ଷରେ କ’ଣ କରିଛନ୍ତି ନବୀନ? କୁହନ୍ତୁ’..

ଆଳି: ଗୋଟେ ପଟେ ରାଜ୍ୟରେ ଚାଲିଛି ଗଣତନ୍ତ୍ରର ମହାପର୍ବ । ଆଉ ଗୋଟେ ପଟେ ଓଡିଶାରେ ରଣହୁଙ୍କାର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଥମେ ପାରଦୀପ ଆଉ ତାପରେ କେନ୍ଦ୍ରାପଡା, ନିଜର ଭାଷଣ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ପୂରା ଫାୟାର । ୨୫ ବର୍ଷ ଶାସନରେ ରାଜ୍ୟ ସରକାର…

‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’

ପାରାଦୀପ :‘ନେତୃତ୍ବ କଏଦ୍,ରିମୋଟ୍ ରେ ଚାଲୁଛି ସରକାର’। ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଛନ୍ତି । କିଛି ଏମିତି କହି ପାରାଦୀପ କୁଜଙ୍ଗ ସଭାରେ ବିଜେଡି ସରକାର ଉପରେ ସିଧା ହମଲା କରିଛନ୍ତି  ସ୍ମୃତି ଈରାନୀ । ଆଜି ଓଡ଼ିଶା ଗସ୍ତରେ ପ୍ରଚାର ପାଇଁ ଆସିଛନ୍ତି କେନ୍ଦ୍ରିୟ ମନ୍ତ୍ରୀ…

ପରିବାର ସହ ଭୋଟ ଦେଲେ କେଜ୍ରିଓ୍ବାଲ, କହିଲେ, ଏକଛତ୍ରବାଦତାକୁ ହଟାଇବାକୁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ନିଜର ନାଗରିକତ୍ବ ସାବ୍ୟସ୍ତ କରିଛନ୍ତି ବହୁ ମାନ୍ୟଗଣ ବ୍ୟକ୍ତି । ଏହାରି ଭିତରେ ଚାନ୍ଦିନୀ ଚୌକ ନିର୍ବାଚନ ମଣ୍ଡଳୀରୁ ନିଜର ପରିବାର ସହ ଆସି ମତଦାନ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।…

ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ ୬ ଗୁରୁତର

ରାଇପୁର: ଛତିଶଗଡର ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବେମେତରା ଜିଲ୍ଲାରୁ ୭୦ କିଲୋମିଟର ଦୂରରେ ଥିବା ବୋରସି ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।  ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ…

ରାଜ୍ୟରେ ସକାଳ ୧୧ ଟା ସୁଦ୍ଧା ୨୧.୩୦ % ମତଦାନ, ଭୁବନେଶ୍ବରରେ ନାହିଁ ଆଶାନୁରୂପ ମତଦାନ

ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୧୧ ଟା ସୁଦ୍ଧା ଇଭିମରେ ସିଲ୍ ହେଲା ୨୧. ୩୦ ପ୍ରତିଶତ ମତଦାନ । ସକାଳ ୯ଟା ସୁଦ୍ଧା  ୭.୪୩ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ ୧୧ ଟା ବେଳେ ଏହା ୨୧ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହାରି ଭିତରେ ଢେଙ୍କାନାଳ ୨୨.୪୧…

ଅଟୋରେ ଆସି ଭୋଟ୍ ଦେଲେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌

ଭୁବନେଶ୍ବର: ଆଜି  ଆରମ୍ଭ ହୋଇଯାଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ୫ ଟି ସଚିବ ତଥା ବିଜେଡିର ବରିଷ୍ଠ ନେତା ଭିକେ ପାଣ୍ଡିଆନ୍‌ ଭୋଟ ଦେଇଛନ୍ତି । ସେ ଅଟୋରେ ଆସି ୟୁନିଟ୍‌-୬, ୪୪ ନମ୍ବର ବୁଥ୍‌ରେ ପହଞ୍ଚି ଭୋଟ…