Latest Odisha News

BREAKING NEWS

ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି

ବଲାଙ୍ଗୀର: ସାଲେପୁର ସଭାରେ ବିଜେଡି ଓ ବିଜେପି ପ୍ରତିକାତ୍ମକ ବାହାଘର କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ। ହେଲେ ଉପକୂଳରୁ ଯାଇ ପଶ୍ଚିମ ଓଡ଼ିଶାର ସଭାରେ ହଠାତ ବିଜେଡି ବିରୋଧରେ ନରିବତା ଅବଲମ୍ବନ କରିବାକୁ ନେଇ ଏବେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।…

ଯାତ୍ରୀଙ୍କ ପାଇଁ ଖୁସି ଖବର: ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ଟ୍ରେନରେ ଗ୍ରୀଷ୍ମ କାଳୀନ ଭିଡକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ସେବା ଘୋଷଣା କରିଛି । ଏହି ଟ୍ରେନ୍ ଗୁଡିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ…

ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି

ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଯୋରଦାର ଆରମ୍ଭ ହୋଇ ପ୍ରଚାର ପ୍ରସାର । କେତବେଳେ ନିର୍ବାଚନୀ ମୈଦାନରେ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ, ଏପଟେ ଦଳ ଗୁଡିକର ରାଜ୍ୟ କାର୍ଯ୍ୟାଳୟରେ ତୁହାକୁ…

ଗିରଫ ହେଲେ ଝାଡଖଣ୍ଡ ମନ୍ତ୍ରୀ ଆଲାମଗିର ଆଲାମ

ରାଞ୍ଚି: ଝାଡଖଣ୍ଡ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲାମଗିର ଆଲାମଙ୍କୁ ଗିରଫ କରିଛି ଇଡି । ମନ୍ତ୍ରୀଙ୍କ ସଚିବଙ୍କ ଘରୁ ୩୭ କୋଟି ଟଙ୍କା ମିଳିବା ଘଟଣାରେ ଆଜି ପଚରାଉଚରା ପାଇଁ ଇଡି ଆଲାମଗିର ଆଲାମକୁ ଡାକିଥିଲା । ତେବେ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଇଡି ଗିରଫ କରିଥିବା…

‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’

ଅନୁଗୁଳ: ରାଉରକେଲା ଓ ଦେବଗଡ ପରେ ଅନୁଗୁଳର ଛେଣ୍ଡିପଦାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ? ପାଣ୍ଡିଆନ…

ଚାରିଧାମ ଯାତ୍ରାରେ ଯାଇ ୧୧ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଫଲାଇନ ରେଜିଷ୍ଟେ୍ରଶନ

ଡେରାଡୁନ: ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ଚାରିଧାମ ଯାତ୍ରା ଆରମ୍ଭ ହେବାର ଇତି ମଧ୍ୟରେ ବିତିଛି ୫ଦିନ । ସବୁଠୁ ବଡ କଥା ହେଉଛି କେଦାରନାଥ ଧାମର କବାଟ ଖୋଲିବା ଦିନରୁ ହିଁ ଲାଗିରହିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ । ତେବେ ଖବର ମିଳିଛି ଯେ, ଏହି ୫ ଦିନ ମଧ୍ୟରେ ଚାରିଧାମ ଦର୍ଶନ…

୭୫ ବର୍ଷ ବୟସରେ ବାପାଙ୍କ ବିବାହ କରାଇଲେ ଝିଅ

ମହୀସାଗର: ଗୁଜରାଟର ମହୀସାଗର ଜିଲ୍ଲାରେ ୭୫ ବର୍ଷୀୟ ବାପାଙ୍କ ପାଇଁ ନିଜ ଝିଅ କନ୍ୟା ଖୋଜିଛନ୍ତି । ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଅମେଠୀ ଗ୍ରାମର ସାୟବା ଭାଇ ଡାମୋରଙ୍କ ପତ୍ନୀ ୨୦୨୦ରେ ଆରପାରିକୁ ଚାଲି ଯାଇଥିଲେ । ସେମାନଙ୍କ ଗୋଟିଏ ଝିଅ । ତାଙ୍କ ବିବାହ ହୋଇ ଯାଇଥିବାରୁ ସେ ବାପାଙ୍କ…

‘ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲାର ବିକାଶ ଦୁଇ ଗୁଣା ହେବ’

ରାଉରକେଲା: ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲାରେ ରୂପାନ୍ତର ଆସିଛି । ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ…

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି । ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଏସ୍‌ଆରପିଏଫ୍ ଯବାନ  ହେଉଛନ୍ତି ପ୍ରକାଶ କାପଡେ ।ମହାରାଷ୍ଟ୍ରର ଜାମନେର ଜିଲ୍ଲାର ତାଙ୍କ ଘର । ସୂଚନା ଅନୁଯାୟୀ, ସେ ଛୁଟିରେ…

କଟକରେ ପାଓ୍ବାର ସୋ କରୁଛନ୍ତି ଅମିତ୍ ଶାହା

କଟକ: କଟକରେ ନିଜର ପାଓ୍ବାର ସୋ କରୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ।  ଏକ ବିଶାଳ ରାଲିରେ କଟକର ଗୋପବନ୍ଧୁ ଛକରୁ ବାହାରି କଟକ ରାସ୍ତାରେ ନିଜର ପାଓ୍ବାର ଦେଖାଉଛନ୍ତି । ପ୍ରାୟ ୨ ଘଣ୍ଟା ଧରି ଏହି ରୋଡ ସୋ ଜାରିରହିବ । ନିଜର ସମର୍ଥକ ଓ କର୍ମୀଙ୍କ ସହ କଟକରେ ରୋଡ ସୋ…