Latest Odisha News

BREAKING NEWS

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଭରିଲେ ହେବିୱେଟ୍

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କଲେ ହେବିୱେଟ୍ ଓ ସିନେ ତାରକା । ତେବେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ୍ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡା । ସେହିପରି ନିଜର ସମର୍ଥକଙ୍କ…

‘ଷଷ୍ଠଥର ପାଇଁ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେବେ, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’

ଭୁବନେଶ୍ୱର: ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ଅବସରରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ…

ଅଲବିଦା କହିବେ ରୋହିତ-ବିରାଟ !

ଭୁବନେଶ୍ବର : ୮ ମାସର ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ୱକପ୍ । କ୍ରିକେଟ୍ ମହାକୁମ୍ଭ ଆସିବା ମାତ୍ରେ ଦୁଇ ଭାରତୀୟଙ୍କ ଉପରେ ଥାଏ ଅଧିକ ନଜର । ଜଣେ ରୋହିତ ଶର୍ମା ଓ ଆଉ ଜଣେ ବିରାଟ କୋହଲି । ଦିନେ ସଚିନ ତେନ୍ଦୁଲକରଙ୍କ ବିନା ଯେମିତି କ୍ରିକେଟ୍ ଅସମ୍ଭବ ବୋଲି ଲାଗୁଥିଲା । ଏବେ…

ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥାର କାହାଣୀ ଭିତ୍ତିକ ମୂଲ୍ୟାଙ୍କନ ନୀତି ଆୟୋଗ ସମ୍ମିଳନୀରେ ପ୍ରସଂଶିତ

ଭୁବନେଶ୍ବର:ଓଡ଼ିଶା ସରକାରଙ୍କ ଦାରିଦ୍ର୍ୟ ଓ ମାନବ ବିକାଶ ନିରୀକ୍ଷଣ ସଂସ୍ଥା (PHDMA) ର ସଦସ୍ୟ ସଚିବ ରୂପା ରୋଶନ ସାହୁ PHDMAର ଗୁଣାତ୍ମକ ନିରୀକ୍ଷଣ ଆଭିମୁଖ୍ୟ କିପରି ନୀତି ନିର୍ଧାରଣରେ ସହାୟକ ହୁଏ, ସେହି ବିଷୟରେ ଭାରତ ସରକାରଙ୍କ ନୀତି ଆୟୋଗର ଉନ୍ନୟନ ନିରୀକ୍ଷଣ ଓ ମୂଲ୍ୟାୟନ…

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ନେଇ ଜାମିନ ଆବେଦନ କରିଥିଲେ ହେମନ୍ତ । ହେଲେ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।…

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଚିତ୍ରଶିଳ୍ପୀ ଦୀନନାଥ ପାଠୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ତଥା କଳା ଐତିହାସିକ ଦୀନନାଥ ପାଠୀଙ୍କ ଜୟନ୍ତୀ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି । ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀସୁଦର୍ଶନ…

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ…

ଆଗାମୀ  ୩ରୁ ୪ ଦିନ ହେବ ଝଡ ବର୍ଷା

ଭୁବନେଶ୍ବର: ଆଗାମୀ ୩ରୁ ୪ ଦିନ ଝଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ ।  ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ଣରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ଏନେଇ ଆଜି ଅଧିକ ସୂଚନା…

‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୟୁପିରେ 'ଇଣ୍ଡିଆ' ମେଣ୍ଟ ର ଝଡ଼ ଆସୁଛି । ଆପଣ ଲେଖିରଖନ୍ତୁ ଯେ, ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ର ଏହା ସବୁଠୁ ବଡ ପରାଜୟ ହେବାକୁ ଯାଉଛି । ଉତ୍ତର ପ୍ରଦେଶର କନୌଜରେ ରାହୁଲ ଗାନ୍ଧୀ କହିଛନ୍ତି, “ନରେନ୍ଦ୍ର…

“ଆନ୍ଧ୍ରପ୍ରଦେଶରେ ୪ ପ୍ରତିଶତ ମୁସଲିମଙ୍କୁ ମିଳିବ ସଂରକ୍ଷଣ”: ଜଗନ୍ ମୋହନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ କୁର୍ନୁଲରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ରାଜ୍ୟରେ ମୁସଲମାନମାନଙ୍କୁ ୪ ପ୍ରତିଶତ ସଂରକ୍ଷଣ ମିଳିବ। ଏହା ୱାଇଏସଆରସିପି (YSRCP) କଂଗ୍ରେସର ଅନ୍ତିମ ନିଷ୍ପତ୍ତି। ସଂରକ୍ଷଣ…