ବିଦ୍ରୋହ… ବିପଦରେ ବିଜେଡି ଗଡ !
ଭୁବନେଶ୍ବର : ଖେଳ ବିଗାଡିବେ କି ବିଦ୍ରୋହୀ ? କୁହୁଳୁଛି ଅସନ୍ତୋଷ, ଭୋଟ୍ ବେଳେ ପଡିବ କି ଭାରି ? ବିଜେଡି ଗଡ ଖଲ୍ଲିକୋଟରେ ଏଥର ଅଲ୍ ଇଜ ନଟ୍ ୱେଲ୍ । ରାଣୀଙ୍କ ପରେ ମୁରବିବିହୀନ ଖଲ୍ଲିକୋଟ୍ । ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ପରେ ବି ତାଙ୍କୁ ରିପିଟ୍ କରିଛି…