Latest Odisha News

BREAKING NEWS

ରୋହିତ ଶର୍ମା ଆଘାତପ୍ରାପ୍ତ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଥିବ ଖବର ପ୍ରଶଂସକଙ୍କୁ ବ୍ୟସ୍ତ କରାଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର ଘୋଷଣା ମଧ୍ୟ କରାଯାଇ ସାରିଛି । ତେବେ କେକେଆର…

ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର

ଭୁବନେଶ୍ବର: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୨ ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏହାପରେ ସେ ବିଭିନ୍ନ ଗଣମାଧ୍ୟମର ଏଡିଟରଙ୍କୁ ସାକ୍ଷାତ କରିବା ସହିତ ପ୍ରେସମିଟ କରିଛନ୍ତି । ଜୟଶଙ୍କର କହିଛନ୍ତି- ଭାରତ ପାଇଁ ଏକ ଶକ୍ତିଶାଳୀ ସରକାର ସହ ଏକ ଶକ୍ତିଶାଳୀ…

ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର

ପୁରୀ: ଆଜି ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଗାମୀ ଦିନରେ ପୁରୀ ବାସିନ୍ଦା ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ମତ ରଖିଛନ୍ତି ସୁଜିତ୍…

ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି

ପୁରୀ: ପୁରୀ ୧୦୮ ବ୍ରହ୍ମଗିରି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଲୁଲୁ ତନୟା ଉପାସନା ମହାପାତ୍ର । ରିଟର୍ଣ୍ଣିଂ ଅଫିସର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କଲେ । ନିଜର ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନିଜ ଗାଁ ଗଡରୋଡଙ୍ଗରେ ମାଆ କନକ…

ରାଣୀଙ୍କ ଆଖିରେ ଲୁହ !

ଭୁବନେଶ୍ବର: ନା ଏକୂଳର ହେଲେ ନା ସେକୂଳର । ମଝି ଦରିଆରେ ହଟହଟା ଦେବଗଡ ରାଣୀ । ବଡ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଅରୁନ୍ଧତୀ ଦେବୀା ଦଳରେ ମିଶୁ ମିଶୁ ଟିକେଟ୍ ବି ଦେଇଥିଲା ବିଜେଡି । ପ୍ରାର୍ଥୀ ହେବା ପରେ ମଇଦାନରେ ସକ୍ରିୟ ଥିଲେ । ଗ୍ରାଉଣ୍ଡରେ ପ୍ରଚାର ବି କରୁଥିଲେ । ହେଲେ ହଠାତ୍…

ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଅରବିନ୍ଦ ।ସେ ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ବିରୁଦ୍ଧରେ ଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷ…

‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗତକାଲି ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି ରାହୁଲ ଗାନ୍ଧୀ । ଯାହାପରଠୁ ବିରୋଧୀଙ୍କ ଟାର୍ଗେଟର କେନ୍ଦବିନ୍ଦୁ ପାଲଟିଛନ୍ତି ରାହୁଲ । ବିରୋଧୀ କହିଛନ୍ତି ଯେ, ସେ ଭୟଭୀତ ହୋଇ ଆମେଠୀ ରୁ ଦୂରେଇଯାଇ ନିର୍ବାଚନରେ…

ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍

କଲିକତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ ଲାଗିଛି ଯୌନ ଉତ୍ପୀଡନର ଆରୋପ । ଏଭଳି ଆରୋପ ଲଗାଇଛନ୍ତି ଖୋଦ  ଜଣେ ସଂସଦୀୟ ମହିଳା । ଏହି ମାମଲା ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ କଲିକତା ପୋଲିସ୍ ଏନେଇ ଏକ ଯାଞ୍ଚ ଟିମ୍ ଗଠନ କରିଛି । କଲିକତା ପୋଲିସର ଏକ…

ଆମ୍ରି ହସ୍ପିଟାଲ ପକ୍ଷରୁ ମାଗଣା ଯକୃତ ପରାମର୍ଶ ଶିବିର ଆୟୋଜିତ

ଭୁବନେଶ୍ଵର: ପୂର୍ବ ଭାରତର ଏହି ଅଗ୍ରଣୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଆମ୍ରି ହସ୍ପିଟାଲ ଜନସାଧାରଣଙ୍କୁ ସେବା ଯୋଗାଇବା ନିମନ୍ତେ ପୁଣି ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆମ୍ରି ହସ୍ପିଟାଲ ପରିସରରେ ଏକ ଲିଭର କ୍ଲିନିକର ଶୁଭାରମ୍ଭ କରିଛି । ଏଠାରେ ଆସନ୍ତା ମେ' ୮ ତାରିଖରେ ଏକ ମାଗଣା ଯକୃତ…

ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର: ଓଡିଶା ପାଇଁ ୪୦ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ  । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ପ୍ରିୟଙ୍କା, ରାହୁଲ,ଖଡଗେ, ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍ ପ୍ରମୁଖ …