UPI ଶୁଳ୍କରୁ ମିଳିବ 15 ହଜାର କୋଟି! MDR ସମୀକରଣ ଚର୍ଚ୍ଚା
ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ମାଗଣା ଥିଲା ୟୁପିଆଇ ସେବା । ଏବେ ଏଥିରେ ଆସିଛି ବଡ ପରିବର୍ତନ । ୨ହଜାର ଟଙ୍କା ୟାଏଁ ନିଶୁଳ୍କ ଏବଂ ୨ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ଲାଗୁ ହେବାକୁ ଥିବା ୦.୪ ପ୍ରତିଶତ ଏମଡିଆର( ମରଚ୍ଚାଣ୍ଟ ଡିସକାଉଂଟ ରେଟ୍) ଭାରତର ସର୍ବାଧିକ ବ୍ୟବହୃତ ଡିଜିଟାଲ…