ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇପାରିବେ ନାହିଁ ଏହି ସବୁ ଜିନିଷ, ଜାଣନ୍ତୁ
ଭୁବନେଶ୍ଵର: ଭାରତରେ ସ୍ପିଡ୍ ପୋଷ୍ଟ ବହୁ ବର୍ଷ ଧରି ବ୍ୟବହୃତ ହେଉଛି | ଏହା ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ୍ ଶିଘ୍ର ସାମଗ୍ରୀ ପଠାଇପାରନ୍ତି । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଆପଣ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇପାରିବ ନାହିଁ | ସ୍ପିଡ୍ ପୋଷ୍ଟ ମାଧ୍ୟମରେ…