Latest Odisha News

BREAKING NEWS

ପୁଣି ଫେରିଲା କରୋନା, ଚିହ୍ନଟ ହେଲା କୋଭିଡର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଗତ କିଛି ମାସରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ହୋଇଛି । ତେଣୁ ଅନେକ ଲୋକ ମାନି ନେଇଛନ୍ତି ଯେ, ଦେଶରୁ କରୋନା ସଂକ୍ରମଣ ଶେଷ ହୋଇଯାଇଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଏହାକୁ ନେଇ ପୁଣିତରେ ଭୟ ସୃଷ୍ଟି କରିଛି । କାରଣ ବର୍ତ୍ତମାନ କରୋନାର ଦୁଇ ନୂଆ ଭାରିଆଣ୍ଟ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତାକାଲି (ବୁଧବାର) ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରେ ଘନୀଭୂତ…

ବଢୁଛି ରାହୁଲଙ୍କ ଅଡୁଆ, ଜୁନ ୧୧ରେ ହାଜର ହେବାକୁ ସମନ ଜାରି କଲା କୋର୍ଟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନ ମାହୋଲ । ଆଉ ଏହାରି ଭିତରେ ଦିନ କୁ ଦିନ ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ଅଡୁଆ । ରାହୁଲଙ୍କୁ ମହଙ୍ଗା ପଡିଲା ଅମିତ ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ । ଶାହାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛି…

ବିଜେପି ୪୦୦ ନୁହେଁ ୩୦୦ ଭିତରେ ରହିବ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିଜେପି ଚଳିତ ନିର୍ବାଚନରେ ୪୦୦ ପାରର ନାରା ଦେଇଛି। ଅର୍ଥାତ ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ନାରା ଦେଇଛି। କିନ୍ତୁ ଏହି ନାରା ପୂରଣ ହେବନି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି…

ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରୁ ନକଲି ଚାବି ବ୍ୟବହାର କରି କିଛି ଚୋରି ହୋଇନାହିଁ। ଏହା ଭିକେ ପାଣ୍ଡିଆନ୍ ସ୍ପଷ୍ଟ କରିପାରିବେ କି? ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହା ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିବାକୁ…

ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ । ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।…

‘ତାମିଲ କୋଟେରୀ’ ନବୀନଙ୍କ ଡିପଫେକ ଭିଡିଓ ବ୍ୟବହାର କରୁଛି: ବୈଜୟନ୍ତ

ଭୁବନେଶ୍ୱର: ବିଭିନ୍ନ ସମୟରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ ଭିଡିଓର ସତ୍ୟତା ଉପରେ ସେ…

ସରକାରଙ୍କ ବଡ ନିଷ୍ପତି, ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଇ-ସ୍ଵାସ୍ଥ୍ୟ ଧାମ ଆପ୍

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ବଡ ପଦକ୍ଷେପ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ୱିସ୍ ଫାଉଣ୍ଡେସନ ଦ୍ୱାରା ଇ-ସ୍ଵାସ୍ଥ୍ୟ ଧାମ ଆପ୍ ଲଞ୍ଚ କରାଯାଇଛି। ଭକ୍ତମାନଙ୍କୁ ଏହି ଆପରେ ସେମାନଙ୍କର ସମସ୍ତ…

ନିର୍ବାଚନ ବେଳେ ଜମୁଛି ଭୋଜି ଭାତର ଆସର, ଚିକେନ କିଲୋ ପହଁଚିଲାଣି ୩୦୦ ଟଙ୍କା

ବ୍ରହ୍ମପୁର: ନିର୍ବାଚନ ବେଳେ ଭୋଜି ଭାତର ଆସର ଜମୁଛି। ଏହାରି ଭିତରେ ଚିକେନ ଦାମ ବଢିଯାଇଛି। ସାଧାରଣତଃ ଏବେ ଚିକେନ ଘରେ ପ୍ରସ୍ତୁତ ହେଉଥିବା ସାଧାରଣ ତରକାରୀ ପାଲଟିଥିବା ବେଳେ ବର୍ଦ୍ଦିତ ଦରକୁ ନେଇ ଏବେ ଚିନ୍ତାରେ ଲୋକେ। ଦର ବୃଦ୍ଧି ପଛରେ ନିର୍ବାଚନ ପ୍ରଚାର ବୋଲି ଜଣାପଡ଼ିଛି।…

ବଦ୍ରି ପକାଉଛନ୍ତି ଚାପ! ଘଷିପୁରାରେ ପୋଲିସ ବିରୋଧରେ ସୌମ୍ୟ ପଟ୍ଟନାୟକଙ୍କ ବଡ଼ ଅଭିଯୋଗ

କେନ୍ଦୁଝର: ସରଗରମ ଘଷିପୁରା ରାଜନୀତି। ଏଥର ତ୍ରିକୋଣୀୟ ନୁହେଁ ବରଂ ବିଜେଡି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି ବୋଲି କୁହାଯାଉଛି। ଏବେର ଖଣ୍ଡପଡ଼ା ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ମଙ୍ଗଳବାର ପୁଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଧାରଣା ଦେଇଛନ୍ତି।…