ଦୁନିଆର ସବୁଠୁ ଦାମୀ ଚା’, ଭାରତରେ ମଧ୍ୟ ଉତ୍ପନ୍ନ ହୁଏ ଏହି ଚା’
ନୂଆଦିଲ୍ଲୀ: ଚା’ କେବଳ ଏକ ପାନୀୟ ନୁହେଁ। ଏହା ଜଡିତ ଥାଏ ଅନେକଙ୍କ ଭାବନା ସହିତ। ଖାସ କରି ଭାରତରେ ସକାଳ ଆରମ୍ଭ ହୁଏ ଏଇ କପେ ଚା’ ରୁ ଆଉ ସନ୍ଧ୍ୟା ଶେଷ ହୁଏ ଏଇ କପେ ଚା’ ରୁ। କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ବିନା ଚା’ ରେ ରହି ପାରିବେନି। ଯେଉଁମାନଙ୍କ ମଧ୍ୟରେ ହୁଏତ ଆପଣ ବି ଥାଇ…