ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ
ଭୁବନେଶ୍ବର: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ନେତା ମାନଙ୍କର ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ବର୍ତମାନ ଓଡିଶାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଥିବାବେଳେ ଆଜି ଅର୍ଥାତ ରବିବାର ଅପରାହ୍ନଣ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ରାତି ସାଢେ ୯…