Latest Odisha News

BREAKING NEWS

ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ…

ନୂଆଦିଲ୍ଲୀ: ଯଦି ଆମେ ଏକ ଗୀତର ଲିରିକ୍ସ ଭୁଲିଯାଉ, ତେବେ ଆମେ ଏହାକୁ ଖୋଜିବା ପାଇଁ ଆମେ ବହୁତ ମନେ ପକେଇବାକୁ ଚେଷ୍ଟା କରୁ, କିନ୍ତୁ ସମାନ ସମୟରେ ଗୀତଟି ମନେ ପଡ଼େ ନାହିଁ ଏବଂ ଏହାକୁ ଆମେ ଖୋଜିବାରେ ଅସମର୍ଥ। ଏପରି ପରିସ୍ଥିତିରେ, ଯଦିଓ ଆପଣ ଗୀତର ମଧ୍ୟମ ଧାଡି ମନେ ରଖିଛନ୍ତି, ଆପଣ…

ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି

ଭୁବନେଶ୍ଵର: ଗତ କିଛି ଦିନରୁ ଓଡିଶା ବିଜେପି ନେତାଙ୍କ ସଂସ୍କୃତି, ସଭ୍ୟତା ସ୍ୱାଭିମାନ ନେଇ ବକ୍ତବ୍ୟ ଦେଉଛନ୍ତି । ହେଲେ ସେମାନଙ୍କ ଅସଲ ଚେହେରା ଧରା ପଡିଯାଇଛି । ଯାହା ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେସମିଟରୁ ସ୍ପଷ୍ଟ ଜଣାପଡୁଛି । ଶ୍ରୀମନ୍ଦିର ପରିକ୍ରମା…

ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ

ମଣ୍ଡି: ନିଜର କଥା କହିବା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ ନାୟିକା କଙ୍ଗନା ରାଣାଓ୍ବତ । ରାଜନୀତିକୁ ଆସିବା ପୂର୍ବରୁ ମଧ୍ୟ ସେ ରାଜନୈତିକ ପ୍ରସଙ୍ଗକୁ ନେଇ ନିଜର ବୟାନ ବାଜି କରିଆସିଛନ୍ତି । ଏବେ ବିଜେପି ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଲୋକସଭା ଆସନ ପାଇଁ ଟିକେଟ…

ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା

ଭୁବନେଶ୍ଵର: କଂଗ୍ରେସ ଛାଡି ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ୨ ନେତା । କେନ୍ଦୁଝର ସଂସଦୀୟ କ୍ଷେତ୍ରର ମୋହନ ହେମ୍ବ୍ରମ, କୈଳାସ ମହନ୍ତ ବିଜେଡିରେ ଯୋଗ ଦେଇଛନ୍ତି । ମୋହନ ହେମ୍ବ୍ରମ ୨୦୧୯ କଂଗ୍ରେସରୁ କେନ୍ଦୁଝର ସାଂସଦ ପ୍ରାର୍ଥୀ ଥିଲେ । କୁଡୁମୀ ସେନା ଜିଲ୍ଲା ସଭାପତି…

ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ଛିଣ୍ଡୁନି କଂଗ୍ରେସର ପାର୍ଥୀ ଚୟନ ଅଙ୍କ । ଥର କୁ ଥର ପାର୍ଥୀ ବଦଳାଉଛି କଂଗ୍ରେସ । ବର୍ତ୍ତମାନ ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଜଳେଶ୍ଵର, ବରୀ, ଆଠମଲ୍ଲିକ, ଆଠଗଡ ଏବଂ ପୁରୀରେ ପ୍ରାର୍ଥୀ ବଦଳିଛି କଂଗ୍ରେସ । ଜଳେଶ୍ଵରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ…

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଓଡିଶାରେ ଆଜି ତାଙ୍କର ଦ୍ଵିତୀୟ ଦିନ ଥିବାବେଳେ ସେ ଆଜି କଟକ ଗସ୍ତରେ ଅଛନ୍ତି । କଟକରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଏସ. ଜୟଶଙ୍କର । ଏହି ପରିପ୍ରେକ୍ଷୀରେ ଏସ. ଜୟଶଙ୍କର କହିଛନ୍ତି…

ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ: ବ୍ରାଜିଲରେ ତାଣ୍ଡବ ରଚୁଛି ପ୍ରକୃତି। ପ୍ରବଳ ବର୍ଷା ଯୋଗୁ ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିରେ  ୭୦ ଜଣ ନିଖୋଜ…

ରେସଲର ବଜରଙ୍ଗ ପୁନିଆଙ୍କୁ ସାମୟିକ ଭାବେ ସସପେଣ୍ଡ କଲା ନାଡା

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ରବିବାର ରେସଲର ବଜରଙ୍ଗ ପୂନିଆଙ୍କୁ ସାମିୟିକ ଭାବେ ସସପେଣ୍ଡ କରିଛି । ଫଳରେ ଏହି ଷ୍ଟାର ଆଥଲେଟଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୋନୀପତରେ ବଜରଙ୍ଗ ଡୋପ ସାମ୍ପୁଲ ଦେବାକୁ ମନା କରିଥିଲେ । ଡୋପ କଲେକ୍ସନ କିଟ…

କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ତାଙ୍କ ବୟାନ ନେଇ ଭର୍ତ୍ସନା କରିଛନ୍ତି । ଟି୨୦ କ୍ରିକେଟରେ କୋହଲିଙ୍କ ଷ୍ଟ୍ରାଇକ ରେଟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । କିଛି ଦିନ ତଳେ କୋହଲି ଏ…

ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ

ଭୁବନେଶ୍ବର: ନିର୍ବାଚନର ଉଷ୍ମତା ଯେତିକି ବଢିଚାଲିଛି ନେତା ମାନଙ୍କର ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ବର୍ତମାନ ଓଡିଶାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଥିବାବେଳେ ଆଜି ଅର୍ଥାତ ରବିବାର ଅପରାହ୍ନଣ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା  ଏବଂ ରାତି ସାଢେ ୯…