ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ
ଈଶ୍ୱର ମରିଗଲା...
ଈଶ୍ୱର ମରିଯିବା ଏମିତି କିଛି ବଡ଼ ଘଟଣାଟେ ନଥିଲା କଦାପି ଅନ୍ୟମାନଙ୍କ ପାଇଁ । ଈଶ୍ୱର ମରିଯିବା କେଉଁ ଗୋଟେ ବଡ଼ ଖବର ଥିଲା??
ମାତ୍ର ସେ ମରିଯିବା ସହ ସେ ସହରକୁ ଆସିଥିଲା ଗୋଟେ ଝଡ଼... । ଯାହା ସବୁ ଚଳଚଞ୍ଚଳ…