ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ
ନୀଳଗିରି: ବିଜେଡି ଛାଡିଲେ ସନ୍ତୋଷ ଖଟୁଆ । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଦେଇଛନ୍ତି ।
ତେବେ ୨୦୨୪ ନିର୍ବାଚନ ପାଇଁ ନୀଳଗିରିରେ ବିଜେଡି ଟିକେଟ ରେ ସନ୍ତୋଷ ଆଶାୟୀ ଥିଲେ ହେଲେ ଦଳ ତାଙ୍କ…