Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିନ୍ନିଲ କ୍ରୀଷ୍ଣାଙ୍କ ବହିଷ୍କାର ଦାବି କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ଦାବି କଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ମାର୍ଚ୍ଚ ୧୬ରୁ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି CMO । ବିଜେଡିର ଜଣେ ନେତାଙ୍କ ସହ CMOର ଜଣେ…

ନିର୍ବାଚନ ବେଳେ ବ୍ୟାପକ ହେଉଛି ଚେକିଂ ଓ ବ୍ଲକିଂ, ଯାଞ୍ଚ ବେଳେ କାରରୁ ଧରାପଡ଼ିଲା ନଗଦ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କାର୍‌ ଯାଞ୍ଚ ବେଳେ କାରରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ । କିଏ ଓ କେଉଁ ପରିସ୍ଥିତିରେ ଟଙ୍କା ନେଉଥିଲେ ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଟଙ୍କା ଜବତ ବେଳେ…

ରାସେଶ୍ୱରୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର, ବିଜେଡିର ବଢିଲା ଟେନସନ୍!

ଭୁବନେଶ୍ୱର: ୧୫ ବର୍ଷର ବ୍ୟବଧାନ ପରେ ସିଧାସଳଖ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ପ୍ରଚାର କରୁଥିବାବେଳେ ସବୁ ମହଲରୁ ସମର୍ଥନ ହାସଲ କରିବାକୁ ସେ ଚେଷ୍ଟା କରୁଛନ୍ତି।…

୪୩.୨ ଡିଗ୍ରୀ ତାପମାତ୍ରାରେ ସିଝିଲା ରାଜଧାନୀ ଭୁବନେଶ୍ଵର

ଭୁବନେଶ୍ଵର: ଦିନ କୁ ଦିନ ଉଗ୍ର ହେବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ସୂର୍ଯ୍ୟୋଦୟରୁ ତାତିର ପ୍ରଭାବ ଆରମ୍ଭ ହେଉଥିବା ବେଳେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏପ୍ରିଲ ମାସରେ…

ବିଜେପିର ଅସ୍ତ୍ର ହେଉଛି ନିର୍ବାଚନ ଆୟୋଗ, ତେଣୁ ଆପ୍‌ର ପ୍ରଚାର ଗୀତକୁ କରାଗଲା ନିଷିଦ୍ଧ: ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ ନିର୍ବାଚନ ଆୟୋଗକୁ ବିଜେପିର ଅସ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏକଛତ୍ରବାଦୀ ଶାସନରେ ବିରୋଧୀ ଦଳମାନଙ୍କୁ ପ୍ରଚାର କରିବାକୁ ବାରଣ କରାଯାଇଛି। ଆଜି ଏହା ହି ଘଟିଛି। ଏକ ଚିଠି ମାଧ୍ୟମରେ ନିର୍ବାଚନ ଆୟୋଗ…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, କହିଲା ଚାରିଦ୍ୱାର ନଖୋଲି ରାଜ୍ୟ ସରକାର ମହାପ୍ରଭୁଙ୍କ ଭକ୍ତଙ୍କୁ ଯନ୍ତ୍ରଣା…

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖ୍ୟମନ୍ତ୍ରୀ ଅନିଲ ବିଶ୍ଵାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ…

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍‌ ମହାସମର । ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ  ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଓ୍ଵିକେଟ କିପର ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ…

ନିର୍ଦ୍ଧିଷ୍ଟ କିଛି ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ: ରାହୁଲ

କଟକ: ଓଡ଼ିଶାରେ ରାହୁଲ ଗାନ୍ଧି । ଓଡ଼ିଶାରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ସେଠାରେ କିଛି ସମୟ ସ୍ମୃତିଚାରଣ କରିବା ପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି…

ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଆଉ କିଛି ମାସ ପରେ ପୁରୀ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କାଲି ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ୨ ଜଣ ଆଖି ବୁଜି ସାରିଥିବା…

ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା, ଦଳ ଛାଡିଲେ ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସକୁ ଲାଗିଛି ବଡ ଝଟକା । ଦଳର ରାଜ୍ୟ ସଭାପତି ଅରବିନ୍ଦର ସିଂ ଲଭଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ପଠାଇଛନ୍ତି । କୁହାଯାଉଛି ଯେ…