ତୀରନ୍ଦାଜ ବିଶ୍ୱକପ: ୧୪ ବର୍ଷ ପରେ ଭାରତୀୟ ପୁରୁଷ ଟିମ ଜିତିଲା ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ରିକର୍ଭ ଟିମ ଅଲିମ୍ପିକ ଚାମ୍ପିୟନ ଦକ୍ଷିଣ କୋରିଆ ଟିମକୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଧୀରଜ ବୋମ୍ମେଦେଓରା, ତରୁଣଦୀପ ରାୟ ଓ ପ୍ରବୀଣ ଯାଦବ ଗୋଟିଏ ବି ସେଟ ହାତଛଡା କରି ନ ଥିଲେ । ୨୦୧୦ରେ ତରୁଣଦୀପ ଶାଂଘାଇ…