ଲକ୍ଷ୍ନୌକୁ ପରାସ୍ତ କରି ଦିଲ୍ଲୀର ଦମଦାର ବିଜୟ
ଲକ୍ଷ୍ନୌ : ୨୦୨୪ ଆଇପିଏଲ୍ ରେ ଗତ କାଲି ଦିଲ୍ଲୀ, ଲକ୍ଷ୍ନୌ କୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି । ଦିଲ୍ଲୀ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଛି। ମ୍ୟାଚରେ ପ୍ରଥମେ ଲକ୍ଷ୍ନୌ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୬୭ ରନ୍ ସଂଗ୍ରହ କରିଥିଲା । ୧୬୮ ରନ୍ ପଛରେ ପକାଇ ଦିଲ୍ଲୀ ୬ ୱିକେଟ୍ ନେଇ…