ଶିଶୁ ଗଳ୍ପ : ଏମିତି ପୁଅ ଜଗତେ ସାର
କୁଞ୍ଜ ବିହାରୀ ସାହୁ
ମିଟୁ ବୋଉର ଦେହ ଭଲନାହିଁ । ମିଟୁ ହୋଲି ଖେଲିବାକୁ ଇଛା କଲାନି । ଦି ଚାରିଦିନ ତଳେ କୋହଲା ପାଗ ହେଇଥିଲା । ଝିପିଝିପି ମେଘ ବରଷୁଥିଲା । ଫଗୁଣ ମାସରେ ଏମିତି ପାଗ ହେବ ବୋଲି ସେ ଜାଣିନଥିଲା । ତଥାପି ତା ବୋଉ ପାଇଁ ଏମିତି ମେଘୁଆ ପାଗରେ ମେଡିସିନ ଦୋକାନରୁ…