Latest Odisha News

BREAKING NEWS

‘କେଜ୍ରିଓ୍ବାଲଙ୍କ ଲୋକପ୍ରିୟତାରେ ଭୟଭୀତ, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛି…

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଭିଯୋଗ କରିଛନ୍ତି ଯେ ବିଜେପି ଅରବିନ୍ଦ କେଜ୍ରିୱାଲଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଦେଖି ଭୟ କରୁଛି ଏବଂ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରଚାରରୁ ରୋକିବାକୁ ଚେଷ୍ଟା କରୁଛି । ବିଜେପି କେଜ୍ରିଓ୍ଵାଲ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)କୁ ଶେଷ…

ଦୁନିଆର ସବୁଠାରୁ ରହସ୍ୟମୟ ଗଛ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ନୂଆଦିଲ୍ଲୀ; ଦୁନିଆରେ ଅନେକ ପ୍ରକାରର ଜିନିଷ ଅଛି ଯାହା ବିଷୟରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ କହିବୁ ଯାହା ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ । ଏହି ଗଛଗୁଡିକ ବିଷୟରେ ଶୁଣିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ, କଣ ସତରେ…

ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକର ୟୁଟ୍ୟୁବର ଗିରଫ

ଭଦ୍ରକ: ୟୁଟ୍ୟୁବର ମିର୍ଜା ମହମ୍ମଦ ଆରିଫଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗର ବନ୍ୟପ୍ରାଣୀ ଶାଖା ଗିରଫ କରିଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଚଢ଼ାଉ ବେଳେ ଭଦ୍ରକ ପୁରୁଣାବଜାର କାଜିମହଲା ଅଞ୍ଚଳର ଆରିଫ୍ ଙ୍କ ନିକଟରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ…

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।…

ଓଡ଼ିଶାରେ ଲୋକସଭା ଆସନ ପାଇଁ ଦୁଇ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି, ତିନି ଜଣଙ୍କୁ ରିପିଟ୍?

ଭୁବନେଶ୍ୱର: ଦିଲ୍ଲୀରୁ ଆଜି ଆସିବ ଓଡ଼ିଶା ବିଜେପି ନେତାଙ୍କ ପ୍ରାର୍ଥୀ ତାଲିକା। ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି…

ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି, କାରଣ ଖୋଜିବାକୁ ପହଞ୍ଚିଲେ ଡାକ୍ତରୀ ଦଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ କାୟା ବିସ୍ତାର କରୁଛି ଝାଡାବାନ୍ତି । ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି । କିଛି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମନାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର…

ଜେଲରେ ଥାଇ ଦିଲ୍ଲୀବାସୀଙ୍କ ପାଣି ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜେଲରୁ ଆସିଲା ଦିଲ୍ଲୀ ଜଳ ସମସ୍ୟାକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ । ଏନେଇ ଜଳମନ୍ତ୍ରୀ ଆତିଶୀ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜେଲରେ ଥିବା ବେଳେ ବି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ପାଇଁ ଚିନ୍ତିତ । ଜେଲରେ ଥାଇ ମଧ୍ୟ ଦିଲ୍ଲୀର…

ସ୍ତ୍ରୀର ମୃତ୍ୟୁ ପରେ ବିଚ୍ଛେଦ ସହି ନପାରି ସ୍ୱାମୀର ଆତ୍ମହତ୍ୟା

କୋଇଡା: କଇଁ କଇଁ ହୋଇ କାନ୍ଦୁଛି ୪ ମାସର କୋମଳମତୀ ଶିଶୁଟି । ପ୍ରଥମେ ମା’ ଆଉ ଏବେ ବାପା । ହାତ ଧରାଧରି ହୋଇ ଚାଲିଗଲେ ବାପା, ମା’ । ଏବେ ଶିଶୁଟି ପୁରା ଏକା । ବିନା ଦୋଷରେ ଅନାଥ ହୋଇଗଲା ଏହି କୁନି ଶିଶୁଟି । ହଁ ଆଜ୍ଞା ଏ ଘଟଣାଟି ହେଉଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଟେନସା ଫାଣ୍ଡି…

ଶିଶୁ ଗଳ୍ପ : ଏମିତି ପୁଅ ଜଗତେ ସାର

କୁଞ୍ଜ ବିହାରୀ ସାହୁ ମିଟୁ ବୋଉର ଦେହ ଭଲନାହିଁ । ମିଟୁ ହୋଲି ଖେଲିବାକୁ ଇଛା କଲାନି । ଦି ଚାରିଦିନ ତଳେ କୋହଲା ପାଗ ହେଇଥିଲା । ଝିପିଝିପି ମେଘ ବରଷୁଥିଲା । ଫଗୁଣ ମାସରେ ଏମିତି ପାଗ ହେବ ବୋଲି ସେ ଜାଣିନଥିଲା । ତଥାପି ତା ବୋଉ ପାଇଁ ଏମିତି ମେଘୁଆ ପାଗରେ ମେଡିସିନ ଦୋକାନରୁ…

କବିତା : କବିତା

ସବିତା ତ୍ରିପାଠୀ କବିତା ଗୋ ତୁମେ ମୋ ଚିନ୍ତା ଚେତନେ ହୃଦୟଟା କିଣି ଦେଲଣି, ମନ ଉପଵନେ ଗୋଲାପି ସ୍ପନ୍ଦନେ ହୃଦୟଟା ଚୋରି ହେଲାଣି......। ନିର୍ଜନ ବେଳାରେ ସାଥି ହୋଇ ତୁମେ ଯେବେ ଆସିଥାଅ ଚିନ୍ତା ଚେତନେ, ହୃଦୟ ବିଚରା ସ୍ତବ୍ଧ ହେଇଥାଏ ତମ ଗୁଣୁ ଗୁଣୁ କୁହୁକ ତାନେ....।…